Browsing Tag

#odisha

ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି Poco M8 ସିରିଜର ସ୍ମାର୍ଟଫୋନ୍,ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ

Poco M8 ସିରିଜରେ କମ୍ପାନୀ ଏକ କମ୍ ଦାମର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଅଗଷ୍ଟ ୨୧ ତାରିଖ ଅର୍ଥାତ୍ ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସହ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମଧ୍ୟ ଲିଷ୍ଟ କରାଯାଇଛି । ଫୋନର ଅନେକ…

ଭାରତ ଏବଂ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ: ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ପରିର୍ତ୍ତନ,ବାଦ୍ ପଡ଼ିପାରନ୍ତି କୁଲଦୀପ ଯାଦବ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଅଗଷ୍ଟ ୨୩ ତାରିଖରେ ସିଂହଳୀ ସ୍ପୋର୍ଟସ କ୍ଲବ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ସ୍ଥିତି…

ବରିଷ୍ଠ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଫିସରଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…

ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି: ଚାଲିଗଲେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତ ଜଗତର ଜଣେ ଯୁଗାନ୍ତକାରୀ କଣ୍ଠଶିଳ୍ପୀ, ବିଶିଷ୍ଟ ଗାୟକ ପ୍ରଣବ ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟ ତଥା ଓଡ଼ିଆ କଳା ଓ ସଂସ୍କୃତି ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୫୮ ମସିହାରେ ଚଳଚ୍ଚିତ୍ର 'ଭକ୍ତ ଧ୍ରୁବ'…

ଆସନ୍ତା ୨୫ ତାରିଖରେ ଘୂର୍ଣ୍ଣିବଳୟ,୨୭ ତାରିଖ ବେଳକୁ ବର୍ଷା

ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପ ସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୭ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପୂର୍ବ ଓ ଉତ୍ତର ପୂର୍ବ ଭାରତର ବିଭିନ୍ନ ସ୍ଥାନର ବିସ୍ତୃତ ବିସ୍ତୃତ ଅଞ୍ଚଳରେ ଭାରି…

ଏହି ରାଶି ପାଇଁ ଆଜି ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପାଇବାର ସୁଯୋଗ ରହିବ

ମେଷ: ଆଜି ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପାଇବାର ସୁଯୋଗ ରହିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ଖୁସିର ପରିବେଶ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କଥାବାର୍ତ୍ତାରେ ସଂଯମ ଅବଲମ୍ବନ କରନ୍ତୁ । ଧାର୍ମିକ ଯାତ୍ରାର ସୁଯୋଗ ମିଳିପାରେ ।…

ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର ,ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ,

 ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ । ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡିଆ , ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ସ୍ମଶାନ, ଗ୍ରାମୀଣ…

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ଆମାଜନରେ ବିକ୍ରି, ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି…

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ବିକ୍ରି କରିବା ଏବଂ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଇ-କମର୍ସ ସଂସ୍ଥା ଆମାଜନ୍ (Amazon) ଉପରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଅଗଷ୍ଟ ୪, ୨୦୨୬ରେ…

କେନ୍ଦ୍ରଶାସିତ ଅଞ୍ଚଳରେ ଲଦାଖରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍…

ଲଦାଖବାସୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରଶାସିତ ଅଞ୍ଚଳରେ ଲଦାଖରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି…

ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି –…

ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬' (MMDR Amendment Bill-2026) କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି…