Browsing Tag

#odisha

ଅନଲାଇନ୍‌ରେ ୫ ଜେକିରୁ ଅଧିକ ଚିନି ମଗାଇବା ଉପରେ କଟକଣା

ଦେଶରେ ଚିନି ଦର ଦ୍ରୁତ ଗତିରେ ବଢ଼ିବା ସହ ଖୁଚୁରା ବଜାରରେ ଏହାର ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ିଛି। ଆଗାମୀ ପର୍ବପର୍ବାଣୀ ଋତୁ ପୂର୍ବରୁ ଚାହିଦା ବଢ଼ିଥିବାରୁ ବଡ଼ ରିଟେଲର୍‌ ଓ ଅନଲାଇନ୍ ଗ୍ରୋସରି ପ୍ଲାଟଫର୍ମଗୁଡ଼ିକ ଚିନି କିଣା ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ଡି-ମାର୍ଟ ସମେତ…

ଡିମେସମ୍ବର ୨୭ରୁ ଆରମ୍ଭ ହେବ ଏପିଏଲ୍‌,ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ

ଫ୍ରାଞ୍ଚାଇଜି ଭିତ୍ତିକ ଟି୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌ (ଏପିଏଲ୍‌) ଡିମେସମ୍ବର ୨୭ରୁ ଆରମ୍ଭ ହେବ। ଏଥିରେ ୩ଟି ଦଳ ଭାଗନେବେ। ଏହି ୩ଟି ଦଳ ହେଲେ ଆକ୍ସେଲ୍‌ ୟୁନାଇଟେଡ୍‌ କାବୁଲ, ବଲ୍‌ଖ ଜ୍ବାନାନ୍ ଓ କାନ୍ଦାହାର ୱାରିଅର୍ସ। ତେବେ ଏପିଏଲ୍‌ର ସମସ୍ତ…

ଆଜି ରକ୍ଷାବନ୍ଧନ ଅବସରରେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିବେ ମହିଳା ,

ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍ ’ରେ ମହିଳାମାନଙ୍କୁ ମାଗଣାଯାତ୍ରା । ରକ୍ଷାବନ୍ଧନ ଅବସରରେ ଭୁବନେଶ୍ୱର ସମେତ ଓଡ଼ିଶାର ୭ଟି ସହରରେ ମହିଳାମାନେ ‘ଆମ ବସ୍ ’ରେ ମାଗଣା ଯାତ୍ରା କରିପାରିବେ। ଏଥିରେ ଏକ ଲକ୍ଷରୁ ଅଧିକ ମହିଳା ଉପକୃତ ହେବାର ଆଶା ରହିଛି। ପବିତ୍ର ରକ୍ଷା ବନ୍ଧନ…

୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା । ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ବର୍ଷାର ପ୍ରଭାବ। ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ୨୯ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିପାରେ । ପଶ୍ଚିମ-କେନ୍ଦ୍ରୀୟ ଓ…

ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ ରାଖୀ

ଆଜି ପବିତ୍ର ରାଖୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ…

ଏହି ରଶିଙ୍କ ପାଇଁ ଆଜି ବ୍ୟବସାୟରେ ଭଲ ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ରହିବ

ମେଷ : ଆଜି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ଭଲ ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ହଠାତ୍ ଧନଲାଭର ସୁଯୋଗ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି କିମ୍ବା ଇଚ୍ଛାନୁସାରେ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ପରିବାରରେ ସୁଖଶାନ୍ତି…

ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ,ଦୁଇ ଛାତ୍ର ଆହତ

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର । ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି । ବିବାଦ ଏତେ ବଢ଼ିଥିଲା ଯେ ଦୁଇ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ, ହଷ୍ଟେଲରେ ରହିବାକୁ ନେଇ ଛାତ୍ର…

ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ,ଘରୋଇ ହସ୍ପିଟାଲକୁ ଶୋ’ କଜ୍ ନୋଟିସ୍…

ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ବିରୋଧରେ ଓଡ଼ିଶା ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାଞ୍ଚ ସମୟରେ ତ୍ରୁଟି ଚିହ୍ନଟ ହେବା ପରେ ଭୁବନେଶ୍ୱରସ୍ଥିତ…

ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ,ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ

ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ମାସିକିଆ ଗ୍ରାଉଣ୍ଡ ଜିରୋ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ। ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ଯାଏଁ ଚାଲିବ ଏହି ଅଭିଯାନ ।…

ବଜେଟ୍ ପ୍ରାଇସ୍‌ରେ ଡୁଆଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ୍ ଲଞ୍ଚ କଲା Honor ,ଫୋନର ଫ୍ରଣ୍ଟରେ ୱାଟରଡ୍ରପ୍ ନଚ୍…

Honor ବଜେଟ୍ ପ୍ରାଇସ୍‌ରେ ଡୁଆଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନର ବ୍ୟାକରେ ସେଲ୍ଫି ମିରର୍ ଡିସପ୍ଲେ ଦିଆଯାଇଛି । Honor ଏହି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ପ୍ରସ୍ତୁତ କରିଛି । ଏଥିରେ 6000mAh ବ୍ୟାଟେରୀ ରହିଛି । କମ୍ପାନୀ ନିକଟରେ ରୋବୋଟ୍ ଫୋନ୍‌ ମଧ୍ୟ ଲଞ୍ଚ…