Browsing Tag

#odisha

ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି -ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ ୪୦ ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହିସବୁ ଜିଲ୍ଲା ଗୁଡିକର…

୩୩୧ ଜଣ ପିଲା HIV ପଜିଟିଭ୍ ସଂକ୍ରମଣ

ପାକିସ୍ତାନ ସରକାରୀ ଡାକ୍ତରଖାନାରେ ଏବେ ଗୁରୁତର ଅବହେଳା ଅଭିଯୋଗ । ପାକିସ୍ତାନର ପଞ୍ଜାବ ପ୍ରଦେଶର ଟାଉନସା ସହରରେ ୩୩୧ ଜଣ ପିଲାଙ୍କୁ HIV ପଜିଟିଭ୍ । ଏହି ମାମଲାଗୁଡ଼ିକ ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରିପୋର୍ଟ କରାଯାଇଥିଲା । THQ ଟାଉନସା ହସ୍ପିଟାଲରେ ଗୋଟିଏ ସିରିଞ୍ଜ…

ପିଲାଦିନର ବାନ୍ଧବୀଙ୍କ ହାତ ଧରିଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ

ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ବିବାହ କରିଛନ୍ତି । ତାଙ୍କ ବିବାହ ନେଇ ଧିରେ ଧିରେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ଜୁବିନଙ୍କ ବିବାହ ନେଇ କାହା ପାଖରେ କୌଣସି ସୂଚନା ନଥିଲା । ଜୁବିନ ନୌଟିଆଲ ଉତ୍ତରାଖଣ୍ଡରେ ନିଜ ସଂପର୍କୀୟଙ୍କ ଉପସ୍ଥିତିରେ ପିଲାଦିନର ବାନ୍ଧବୀଙ୍କ ହାତ…

ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଚୀନ

ନିକଟରେ ଶେଷ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଭାବେ ଚୀନ ଉଭା ହୋଇଛି। ଏଥି ସହିତ ଦୀର୍ଘ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ଆମେରିକା ତଳକୁ ଖସିଯାଇଛି। ଭାରତ ଓ ଚୀନ ମଧ୍ୟରେ ଏହି ଆର୍ଥିକ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ…

ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି ବିବିସି

ବିବିସି ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। ଏହା ଜରିଆ‌ରେ କମ୍ପାନି ବାର୍ଷିକ ୧୦ ପ୍ରତିଶତ ସଞ୍ଚୟ କରିବାକୁ ଚାହୁଛି। ବ୍ରିଟେନ୍‌ର ଏହି ପ୍ରସାରଣକାରୀ ସଂସ୍ଥାର ଏହା ହେଉଛି ଅନ୍ୟତମ ସର୍ବବୃହତ୍‌ ଛଟେଇ। ଏକ ଇମେଲ୍‌ ଜରିଆରେ କର୍ମଚାରୀମାନଙ୍କୁ ଯୋଜନା…

ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ଇଣ୍ଟର୍ଣ୍ଣସିପ୍ କୋର୍ସ ଆଣିଛି ନୌବାଣିଜ୍ୟ ସଂଗ୍ରହଳୟ ,

କେବେ ଏହି ସ୍ଥାନ ଯୋବ୍ରା ବତୀଘର ଭାବେ ପରିଚିତ ଥିଲା, ଏବେ କିନ୍ତୁ ଏହା ହେଉଛି ଏକ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ । ପୂର୍ବ ଭାରତର ଏହି ପ୍ରସିଦ୍ଧ ନୌବାଣିଜ୍ୟ ସଂଗ୍ରହାଳୟକୁ ଦୈନିକ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍ଥାନଟି ଖୁବ ଉପଯୋଗୀ…

ଆସନ୍ତା ୧୯ ତାରିଖ ଯାଏ ତାତି,ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ

ପଶ୍ଚିମ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚିପାରେ । ବରଗଡ଼, ରାଉରକେଲା, ଅନୁଗୁଳ, ଭବାନୀପାଟଣା ଓ ବୌଦ୍ଧରେ ବି ୪୩ ଡିଗ୍ରୀ ଛୁଇଁବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଅସମ୍ଭାଳ ତାତି ହେବ ।…

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍ ଜନଗଣନା

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍ ଜନଗଣନା। ୯୦ ହଜାର ୨୦୦ ଅଧିକାରୀ ଘର ଘର ବୁଲି ଜନଗଣନା କରିବେ। ଏନେଇ ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟ ସୂଚନା ଦେଇଛି। ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଆଜିର ରାଶିଫଳ

ମେଷ: ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟିକ କାର୍ଯ୍ୟକଳାପ ଭଲ ରହିବ ଏବଂ ଆପଣ ଆପଣଙ୍କ କାମରେ ସଫଳତା ପାଇବେ । ତଥାପି, କାର୍ଯ୍ୟକ୍ଷେତ୍ରରେ ବହୁତ କାମ ରହିବ, ଏବଂ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ…

ଓଡ଼ିଆଙ୍କ ହକ ପାଇଁ ଓଡ଼ିଆ ଜନତା କଂଗ୍ରେସ ଲଢିବ-ପ୍ରତିଷ୍ଠାତା ମହମ୍ମଦ ମୋକିମ

ଓଡ଼ିଶାରେ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳ ଗଠନ ହୋଇଛି। ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମ ବୁଧବାର ଏହା କହିଛନ୍ତି। ଓଡ଼ିଆଙ୍କ ହକ ପାଇଁ ଓଡ଼ିଆ ଜନତା କଂଗ୍ରେସ ଲଢିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ‌ଶ୍ରୀ ମୋକିମ କହିଛନ୍ତି ଯେ, ଓଡ଼ିଶା ଜନତା…