Browsing Tag

#odisha

ମହାନଦୀରେ ବିଶାଳକାୟ କୁମ୍ଭୀର : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ମେଟ୍ରୋ ଟିଭି ଓଡିଶା,୨୮/୧ : ମହାନଦୀରେ କୁମ୍ଭୀର । ମଧୁସୂଦନ ସେତୁ ପାଖରେ ଥିବା ବାଲି ପାଖରେ ଶୋଇଛି ବିଶାଳ କୁମ୍ଭୀର । ଦେଖିବାକୁ ମିଳିଛି କଟକ ଜିଲ୍ଲାର ଚୌଦ୍ୱାରରେ । ଯାହାକୁ ନେଇ ଆଖାପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୂଚନାନୁସାରେ, ଶୁକ୍ରବାର ମହାନଦୀର ମଧୁସୁଦନ

ଭାରତ-ୱେଷ୍ଟଇଣ୍ଡିଜ ସିରିଜରେ ଭାଷ୍ୟକାର ପଦରୁ ବାଦ୍ ପଡିଲେ ରବି ଶାସ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୨୮/୧ : ବିସିସିଆଇ ଆଗାମୀ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ସିରିଜ ପାଇଁ ଜାରି କରିଥିବା ଭାଷ୍ୟକାର ତାଲିକାରେ ରବି ଶାସ୍ତ୍ରୀଙ୍କ ନାଁ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ୍ ସୀମିତ ଓଭର କ୍ରିକେଟ୍ ସିରିଜ ପାଇଁ ବିସିସିଆଇ ପକ୍ଷରୁ ୭ଜଣିଆ

ଭଗବାନଙ୍କ ନାଁରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଶ୍ୱେତା ତିୱାରି

ମେଟ୍ରୋ ଟିଭି ଓଡିଶା,୨୮/୧ : ଅଭିନେତ୍ରୀ ଶ୍ୱେତା ତିୱାରି ଯିଏ ଏବେ ବିବାଦରେ । ଖାଲି ବିବାଦରେ ନୁହେଁ ଚାରିଆଡୁ ଟ୍ରୋଲ ହେବାରେ ଲାଗିଛନ୍ତି ଶ୍ୱେତା । କାରଣ ସେ ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି । ୱେବସିରିଜ ପ୍ରମୋସନରେ ଯାଇ ଶ୍ୱେତା ଫସିଛନ୍ତି ।

ପତ୍ନୀଙ୍କ ଫଟୋ ପାଇଁ ଟ୍ରୋଲିଂ ହେଲେ ରାଜକୁମାର ରାଓ

ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ ଅଭିନେତା ରାଜକୁମାର ରାଓ ଗତ ବର୍ଷ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଥିଲେ। ପାଖାପାଖି ୧୧ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରାଜକୁମାର ଓ ପତ୍ରଲେଖା ସୋସିଆଲ ମିଡିଆରେ ବହୁତ

ଡିଫେନ୍ସରେ ଯୋଡି ହେବ ଇଲେକଟ୍ରି ଗାଡି

ମେଟ୍ରୋ ଟିଭି ଓଡିଶା,୨୮/୧ : ଦୁନିଆରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ବଢ଼ିବାରେ ଲାଗିଛି। ଯଦି ଆପଣ ତେଲ ଦରର ମାଡ଼ରୁ ନିଜକୁ ବଞ୍ଚେଇବାକୁ ଚାହୁଁଛନ୍ତି। ତେବେ ଇଲେକଟ୍ରିକ ବାହନ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। ଏବେ ଏପରି ଇଲେକଟ୍ରି ଗାଡି ତିଆରି ହୋଇଛି ଯାହା ଡିଫେନ୍ସ ଫୋର୍ସରେ ବ୍ୟବହାର

ପୁଣି ଏକାଠି ନଜର ଆସିବେ ହ୍ରିତିକ-କରୀନା

ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ କିଛି ସୁପର ହିଟ୍ ଯୋଡିଙ୍କୁ ପୁଣି ପରଦାରେ ଦେଖିବାକୁ ବହୁ ଦର୍ଶକ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରୁ ଶାହରୁଖ-କାଜଲ ଓ ସଲମାନ-କ୍ୟାଟ୍‌ଙ୍କ ଯୋଡି ବେଶ୍ ଲୋକପ୍ରିୟ । ସେହିପରି ଅଛି ହ୍ରିତିକ ରେଶନ ଓ କରୀନା କପୁରଙ୍କ ଯୋଡି । ଏହି ଦୁଇ ଜଣଙ୍କ

ବଜାରରେ ମିଳିବ କୋଭିଡ ଭାକ୍ସିନ୍

ମେଟ୍ରୋ ଟିଭି ଓଡିଶା,୨୮/୧ : ଏବେ ମାର୍କେଟରେ ଉପଲବ୍ଧ ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ବଜାରରେ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । କିନ୍ତୁ ମେଡିସିନ୍ ଷ୍ଟୋରରେ ମିଳିବ ନାହିଁ କରୋନା ଟିକା । ଘରୋଇ ହସ୍ପିଟାଲ ଓ କ୍ଲିନିକ

ଦିଲ୍ଲୀରେ କୋହଳ ହେଲା କରୋନା ନିୟମ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ

ସ୍ୱର୍ଣ୍ଣ ପଦକ ବିଜେତା ହକି କ୍ୟାପଟେନ ଚରଣଜିତ ସିଂଙ୍କ ଦେହାନ୍ତ

ମେଟ୍ରୋ ଟିଭି ଓଡିଶା,୨୭/୧ : ଭାରତର ୧୯୬୪ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ହକି ଦଳର କ୍ୟାପଟେନ ଚରଣଜିତ ସିଂ ଗୁରୁବାର ଦିନ ହିମାଚଳ ପ୍ରଦେଶର ଉନାରେ ତାଙ୍କ ଘରେ ହୃଦ୍ଘାତର ଶିକାର ହୋଇଥିଲେ। ପୂର୍ବତନ ମିଡଫିଲ୍ଡର ୯୦ ବର୍ଷ ଥିଲା ଏବଂ ଆସନ୍ତା ମାସରେ ୯୧ ବର୍ଷ ହୋଇଥାନ୍ତା ।

ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆସନ୍ତାକାଲି ବୈଠକ ବସିପାରେ ।ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ