Browsing Tag

#odisha

ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।

ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି…

ଏସ୍‌ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ

ଏସ୍‌ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ । ସୈଭାଗ୍ୟବସତଃ କାହାର କିଛି କ୍ଷତି ହୋଇନାହିଁ । ଏସ୍‌ସିବି ମେଡିକାଲ ହେମାଟୋଲୋଜି ବିଭାଗ ରୋଗୀ ପାଇଖାନାରେ ଅଘଟଣ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ । କେବଳ ନୂଆ ଘର ଚିନ୍ତାରେ ଅଧିକାରୀ, ହେଲେ ପୁରୁଣା ଘର ରକ୍ଷଣାବେକ୍ଷଣ…

ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍: ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆଇପିଏଲର ୧୯ତମ ସଂସ୍କରଣର ୩୨ତମ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ସଭିଙ୍କ ନଜର ରାଜସ୍ଥାନର ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଲକ୍ଷ୍ନୌର ତାରକା ଦ୍ରୁତ ବୋଲର…

ରୀତିନୀତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣରେ ଖୋଲିଲା କେଦାରନାଥ ଦ୍ୱାର

ଆଜି ଅର୍ଥାତ୍ ବୁଧବାର ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣରେ ଖୋଲିଲା କେଦାରନାଥ ଦ୍ୱାର । କପାଟ ଖୋଲିବା ମାତ୍ରେ ସମଗ୍ର ମନ୍ଦିର ପରିସର "ହର ହର ମହାଦେବ" ଏବଂ "ଜୟ ବାବା କେଦାର" ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। ଏହି ପବିତ୍ର ଅବସରରେ, ଦେଶ ଏବଂ ବିଦେଶରୁ ହଜାର ହଜାର…

Oppo ନେଇ ଆସିଛି ଏକ ଦମଦାର ସ୍ମାର୍ଟଫୋନ୍ , ଜାଣନ୍ତୁ ଫିଚର୍ସ ବିଷୟରେ

ଆମେ ଯେଉଁ ଫୋନ୍ ବିଷୟରେ କହୁଛିୁ ତା ନାଁ ହେଉଛି- Oppo Find X9 Ultra । Oppoର ଏହି ଫ୍ଲାଗସିପ୍ ଫୋନ୍ ଦୁଇଟି ୨୦୦MP କ୍ୟାମେରା ସହିତ ଆସିଥାଏ । ଏହା ବ୍ୟତୀତ, ଏଥିରେ ୧୬GB RAM, 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଏବଂ ସବୁଠାରୁ ପାୱାରଫୁଲ୍ ପ୍ରୋସେସର୍ ରହିଛି । ଚୀନ୍ ବ୍ରାଣ୍ଡର ଏହି ଫୋନ୍…

ଖରା ଛୁଟି ସମୟରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଶିକ୍ଷାଦାନ ଚାଲିବ

ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଶିକ୍ଷାଦାନ ଚାଲିବ ।…

ବଢ଼ିଲା ସ୍କୁଲ ଛୁଟି ଅବଧି

ବଢ଼ିଲା ସ୍କୁଲ ଛୁଟି ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଛୁଟି ଅବଧି ବୃଦ୍ଧି କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲା…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ

ଜନଗଣନା ବେଳେ ଜନଗଣନା ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ବ ସଚିବ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ…

କଲବଲ କରୁଛି ତାତି , ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର

କଲବଲ କରୁଛି ତାତି । ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସ୍ତବ୍ୟସ୍ତ କରୁଛି ଗରମ । ତଳେ ଉପରେ ସବୁଠି ତାତି । ୨୫ ଯାଏ ତାତି ରୁ ନାହିଁ ତ୍ରାହି । ୪୦ ଡିଗ୍ରୀ ଉପରେ ୧୪ ସହର । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି…

ଆଜିର ରାଶିଫଳ

ମେଷ : ମନ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷର ଭାବନା ସୃଷ୍ଟି ହୋଇପାରେ । ଅତ୍ୟଧିକ କ୍ରୋଧ ଏବଂ ଆବେଗକୁ ଏଡାନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉଚ୍ଚାଧିକାରୀଙ୍କ ଠାରୁ ସମର୍ଥନ ମିଳିବ । ଉନ୍ନତି ପାଇଁ ସୁଯୋଗ ମଧ୍ୟ ଆସିପାରେ । ବୃଷ : ଆପଣଙ୍କ କଥା ମଧୁର ହେବ, କିନ୍ତୁ ଆପଣଙ୍କ ମନ…