Browsing Tag

#odisha

ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ରେଳ ଯୋଗେ ସକାଳ ୯ଟାରେ ତାଳଚେର ରୋଡ ପରେ ୯ଟା ୩୦ରେ ଅନୁଗୁଳ ରେଲୱେ ଷ୍ଟେସନରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପରେ ୧୧ଟା ୩୦ ସମୟରେ ବଳରାମ କୋଇଲା ଖଣିର

ମାଲକାନଗିରି ସୀମା ଉପରେ ଏବେ ଛତିଶଗଡର ନଜର!

ଆନ୍ଧ୍ର ପରେ ଏବେ ଛତିଶଗଡ଼ ଓଡ଼ିଶାରେ ଆଖି ପକାଇଛି । ମାଲକାନଗିରି ସୀମାର ଅଂଚଳ ଉପରେ ନଜର ପକାଇଛି ଛତିଶଗଡ଼ । ସୀମା ଚିହ୍ନଟ ଆଳରେ ୭ଏକର ଜଙ୍ଗଲ କାଟି ସଫା କରିଦେଇଥିବା ଘଟଣାକୁ ନେଇ ଅଭିଯୋଗ କରିବା ପରେ ନିଜ ଭୁଲ ସ୍ୱିକାର କରିଛି ଛତିଶଗଡ । ମାଲକାନଗିରି ମାଥିଲି ବ୍ଲକ ସୀମାନ୍ତ ଅଂଚଳରେ

୨୭ରୁ ପୁଣି ଆରମ୍ଭ ହେବ ବର୍ଷା, ପୂଜା ହୋଇପାରେ ମାନ୍ଦା

ପୁଣି ଆସୁଛି ବର୍ଷା । ଏଥର ବର୍ଷା ପୂଜାଛୁଟିକୁ ମାନ୍ଦା କରିଦେଇପାରେ । କାରଣ 27ରୁ ପୁଣି ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଦିନଦୁଇ ଦିନ ପାଗ ଶୁଖିଲା ପରେ ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ ।

ଦୁର୍ଗାପୂଜାରେ ଡିଜେ ଓ ବ୍ୟାଣ୍ଡ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ବର: ଏଥର ପୂଜାରେ ଡିଜେ ଉପରେ ଲାଗିଛି କଟକଣା । କରୋନା ପାଇଁ ଦୀର୍ଘ ୨ ବର୍ଷପରେ ସହରରେ ଧୁମ୍‌ଧାମ୍‌ରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ତେବେ ଚଳିତ ବର୍ଷ ସବୁ ପୂଜା ମଣ୍ଡପରେ ଡିଜେ ବ୍ୟାଣ୍ଡ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପୂଜା ମଣ୍ଡପରେ ଓ ଭସାଣି ସମୟରେ

ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ ଜିଲ୍ଲା ପରିଷଦ ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୋଲିସ

ସମବାୟ ନୀତିରେ ଆସିବ ସଂସ୍କାର

ନୂଆ ଦିଲ୍ଲୀ: ଦେଶରେ ସମବାୟ ନୀତିରେ ଆସିବ ସଂସ୍କାର । ନୂଆ ଜାତୀୟ ସମବାୟ ନୀତି ପ୍ରସ୍ତୁତ ହେବା ପୂର୍ବରୁ ଡ୍ରାଫ୍ଟ୍‌ ପ୍ରସ୍ତୁତ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଅଧ୍ୟକ୍ଷତାରେ କମିଟି ଗଢ଼ାଯାଇଛି । କମିଟି ୩ ମାସ ମଧ୍ୟରେ ଚୂଡାନ୍ତ

୩୪ ଏକରରୁ ଅଧିକ ଜାଗାରେ ହୋଇପାରିବନି ବାଲିଯାତ୍ରା

ଏନ୍‌ଜିଟି ବାଲିଯାତ୍ରା ପାଇଁ ଅଧିକ ସ୍ଥାନ ଦେବାକୁ ରାଜି ହୋଇନାହାନ୍ତି । ୩୪ ଏକର ଜାଗା ଭିତରେ ବାଲିଯାତ୍ରା ସୀମିତ ରଖିବାକୁ ଧାର୍ଯ୍ୟ କରିଛନ୍ତି। ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ

ବାରବାଟୀ ଷ୍ଟାଡିୟମ୍‌ରେ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌

ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌ ପାଇଁ ଶୁକ୍ରବାର ଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ଷ୍ଟାଡିୟମ୍‌ ସମ୍ମୁଖ ୩ଟି କାଉଣ୍ଟରରେ ଟିକେଟ୍‌ ମିଳିବ । ପ୍ରଥମ ଦିନରେ ମୋଟ୍‌ ୮ହଜାର ୪୨୧ ଟି ଟିକେଟ୍‌ ବିକ୍ରି ହେବାକୁ ଯୋଜନା ରହିଥିବା

ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା

ଏଣିକି ଓଡ଼ିଆ ଭାଷାରେ ହେବ ଓଏଏସ୍ ପରୀକ୍ଷା । ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ । ପରୀକ୍ଷାରେ ଆଉ ଇଂରାଜୀ ଭାଷା ସାଜିବ ନାହିଁ ବାଧକ । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନ ଅଭାବରୁ ଅନେକ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ଓଡ଼ିଶା ଗସ୍ତରେ ଆସିଥିବା ମହାରାଷ୍ଟ୍ର…

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ