Browsing Tag

#odisha

ପରଲୋକରେ ବିଧାୟକ ବିଜୟ ରଞ୍ଜନ ସିଂହ ବରିହା

ପରଲୋକରେ ପଦ୍ମପୁର ବିଧାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । କିଡନୀ ରୋଗ ସହ ବହୁ ରୋଗରେ ପୀଡ଼ିତ ଥିଲେ ବିଜୟ ରଞ୍ଜନ ସିଂହ ବରିହା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ପ୍ରଥମ ଥର ୧୯୯୦ ମସିହାରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ

କିଏ ସତ କିଏ ମିଛ! ସାମ୍ବାଦିକ ଅକ୍ଷୟ ଦାସଙ୍କୁ ଜେରା କରିବ ପୁଲିସ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ବିରୋଧୀ ଏବେ ରାସ୍ତାରେ । ସତ୍ୟ କଣ ତାହାର ରହସ୍ୟ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ସେପଟେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଛି ।

ମା’ଙ୍କ ପୂଜାଚ୍ଚର୍ନା ଆରମ୍ଭ

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ରାଜ୍ୟ । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ପୂଜାର ଆୟୋଜନ କରାଯାଇଥିବାରୁ ସବୁଠି ଦେଖିବାକୁ ମିଳିଛି ଭିଡ । ମା’ଙ୍କ ମହାସପ୍ତମୀ ପୂଜା ଚାଲିଛି । ପରମ୍ପରା ଅନୁଯାୟୀ ଆଜି ଭୋରୁ ମା’ଙ୍କୁ ଚକ୍ଷୁ ଦାନ କରାଯିବା

ବିଜେଡିର ଜନସମ୍ପର୍କ ପଦଯାତ୍ରା ଆଜିଠୁ

2024 ନିର୍ବାଚନ ପାଇଁ ସବୁ ଦଳ ଲାଗିପଡିଲେଣି । ବିଜେଡି ମଧ୍ୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି । ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋକୁ ଯାଉଛି । ପଦଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨ ଅର୍ଥାତ ମାସେ ବ୍ୟାପି ଚାଲିବ ଶାସକ ଦଳର ଏହି

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ବର: ବହୁ ବର୍ଷ ପରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ଓ ସଂଭାବନା ସୃଷ୍ଟି ହୋଇଛି । ଓଡ଼ିଶା ସିଭିଲ ସର୍ଭିସରେ ଓଡ଼ିଆ ଭାଷାକୁ ଗୁରୁତ୍ବ ଦେଇଛନ୍ତି ସରକାର । ଆଶାୟୀଙ୍କ ଅନେକ ଦିନର ଦାବି ପୂରଣ ହୋଇଛି । ନୂଆ ପଦ୍ଧତିରେ ହେବ ଓଡିଶା ସିଭିଲ ସର୍ଭିସ, ଓଏଏସ୍ ପରୀକ୍ଷା । ଏ ନେଇ

ସପ୍ତମୀରୁ ବର୍ଷିବ, ଅଷ୍ଟମୀରେ ଅତିପ୍ରବଳ

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟ‌ର ବିଭିନ୍ନ ଅଞ୍ଚଳ‌ରେ ଗୁରୁବାର ଦିନ ବର୍ଷା ଲାଗି ରହିଥିଲା। ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷ କରି ମାଲକାନଗିରି,

ଶ୍ରୀଜିଉଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୂର୍ବନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସେ ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ରାଜ୍ୟ

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଡ଼ ଘୋଷଣା

ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ଅର୍ଥ, ସାଧାରଣ ପ୍ରଶାସନ, ଆଇନ, ଜଳ ସମ୍ପଦ ସମେତ ବିଭିନ୍ନ ବିଭାଗର କେତେକ

ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର

ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ ପାଖରେ

ପୂଜା ଭିଡ଼ ପାଇଁ ଟ୍ରାଫିକ୍‌ କଟକଣା

ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ଦୁର୍ଗାପୂଜା । ବେଶ୍‌ ଧୁମଧାମ୍‌ରେ ୧୭୮ଟି ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ପୂର୍ବ ଅପେକ୍ଷା ଏଥର ଭକ୍ତଙ୍କ ଭିଡ଼ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ଅକ୍ଟୋବର ୧ ତାରିଖ ଠାରୁ ୫ ଦିନ ପାଇଁ ଟ୍ରାଫିକ