Browsing Tag

#odisha

ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ 

ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଏକମାସ ଧରି ତଥା କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାଲିବ। ଶ୍ରୀମନ୍ଦିର ସ୍ବତଲିପି ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସଂପନ୍ନ ହୋଇଥିଲା। ସକାଳେ ଅବକ‌ାଶ ନୀତି ଶେଷ ହେବା ପ‌ରେ ଶ୍ରୀବିଗ୍ରହମାନଙ୍କ

କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ଯୋଗ ଦେଲେ ସୋନିଆ ଗାନ୍ଧୀ

ମାଣ୍ଡ୍ୟା: କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି । ସେପ୍ଟେମ୍ବର 30 ରେ ଏହି ଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିଥିଲା। କଂଗ୍ରେସ ସୁପ୍ରିମୋ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ସୁନାବେଶ । ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ବିଜୟା ଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ । ଏଣୁ ସେହି ସ୍ମୃତିରେ ଆଜି

ବିଜେଡିର ନୂଆ ରାଜ୍ୟସଭା ସଦସ୍ୟ

ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡିର ନୂଆ ରାଜ୍ୟସଭା ସଦସ୍ୟମାନେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ସୁଲତା ଦେଓଙ୍କୁ ଶିଳ୍ପ, ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ

ଭିଡ଼ ସମ୍ଭାଳିବ ଭ୍ରାମ୍ୟମାଣ ଟ୍ରାଫିକ୍‌ ସିଗ୍‌ନାଲ

ପର୍ବପର୍ବାଣୀ, ବଡ଼ ସମାବେଶ, କିଛି ଅଘୋଷିତ ଭିଡ଼ କିମ୍ବା କୌଣସି ଇଭେଣ୍ଟରେ ଟ୍ରାଫିକ୍‌ ପରିଚାଳନା ପୁଲିସ ପାଇଁ କାଠିକର ପାଠ । ସେଠାରେ ସ୍ଥାୟୀ ଟ୍ରାଫିକ୍‌ ସିଗନାଲ ନ ଥିଲେ, ଗାଡି଼ ମଟର ଅସମ୍ଭାଳ ଜାମ ହେବ । ଏଭଳି ପରିସ୍ଥିତିରେ ଅସଜଡ଼ା ଟ୍ରାଫିକ୍‌କୁ ସଜାଡି଼ବ ଭ୍ରାମ୍ୟମାଣ ଟ୍ରାଫିକ୍‌

ହାଇଦ୍ରାବାଦରେ ହେବ ନିବେଶକ ସମ୍ମିଳନୀ

ହାଇଦ୍ରାବାଦରେ ହେବ ନିବେଶକ ସମ୍ମିଳନୀ । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡ଼ିଛି । ହାଇଦ୍ରାବାଦରେ ବିଭିନ୍ନ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଆଲୋଚନା କରିପାରନ୍ତି । ନଭେମ୍ବର ୩୦ରୁ ନଭେମ୍ବର ୪ ପର୍ଯ୍ୟନ୍ତ

ସୂର୍ଯ୍ୟମନ୍ଦିର ଭିତରେ ବର୍ଷା ପାଣି ଲହଡ଼ି

ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଭିତରେ ବର୍ଷା ପାଣି ଲହଡ଼ି ମାରୁଛି। ଉତ୍ତର ଦ୍ୱାର ନିକଟରେ ଆଣ୍ଠୁଏ ପାଣି ଜମି ରହି ସୁକ୍ଷ୍ମ କାରୁକାର୍ଯ୍ୟ ସବୁ ବୁଡି ରହିଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ

ପାର୍ବଣରେ ରାଜଧାନୀରେ ମାତିଛନ୍ତି ରାଜ୍ୟ ବାହାର ଲୁଟେରା

ପାର୍ବଣରେ ରାଜଧାନୀରେ ମାତିଛନ୍ତି ରାଜ୍ୟ ବାହାର ଲୁଟେରା । ଲୁଟ୍‌ପାଟ କରି ଆତଙ୍କ ଖେଳାଇ ଚାଲିଛନ୍ତି । ଗତ ୨ ଦିନରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଓ ମାର୍କେଟରୁ ୩୩ ମୋବାଇଲ ଓ ୪ ସୁନାଚେନ୍‌ ଲୁଟି ନେଇଥିବା ଜଣାପଡ଼ିଛି । ଏ ନେଇ ନୂଆପଲ୍ଲୀ, ଖଣ୍ଡଗିରି, ସହିଦନଗର, ମଞ୍ଚେଶ୍ୱର,

ଏମ୍ସ ରୋଗୀଙ୍କୁ ଆଉଟ ଡୋର ଟିକେଟ ପାଇଁ ଆଉ ଦେବାକୁ ପଡିବ ନାହିଁ ଟଙ୍କା

ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥା ବା ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଆସିଲା ବଡ ଖବର । ଏବେ ଏମ୍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଆଉଟ ଡୋର ଟିକେଟ ପାଇଁ ଆଉ ଦେବାକୁ ପଡିବ ନାହିଁ ଟଙ୍କା । ଏହାସହ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଯଦି ସ୍ଲଟ ନମିଳେ ତେବେ

ଧାମନଗର ଉପନିର୍ବାଚନ ନଭେମ୍ବର ୩ରେ

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ । ଅକ୍ଟୋବର ୧୫ରେ ଯାଞ୍ଚ ହେବ । ପ୍ରାର୍ଥୀ ଚାହିଁଲେ ଅକ୍ଟୋବର ୧୭ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି