Browsing Tag

#odisha

ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଏମର୍ଜେନ୍ସି’ର ଟ୍ରେଲର୍‌ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ

ରିଲିଜ୍‌ ହୋଇଯାଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଏମର୍ଜେନ୍ସି’ର ଟ୍ରେଲର୍‌। କଙ୍ଗନା ରାନାୱତଙ୍କ ଅଭିନୀତ ଏହି ସିନେମାର ଟ୍ରେଲର୍‌ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଦିବଗଂତ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିଥିବା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫ୍‌କୋ ଏମ୍‌ଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାର କମ୍ପାନି ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁ ଏସ୍‌ ଅୱସ୍ତି ସାକ୍ଷାତ କରିଛନ୍ତି। ସେ ଇଫ୍‌କୋର ନାନୋ ସାରର ବ୍ୟବହାର ସମେତ ଡିଏପି ଓ ୟୁରିଆ ଉତ୍ପାଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଇଫ୍‌କୋ କିଭଳି ଓଡ଼ିଶାର…

ମଧ୍ୟାହ୍ନ ଭୋଜନ ଖାଇ ୬୦ ପିଲା ଗୁରୁତର

ଝାରସୁଗୁଡ଼ା ଜମେରା ୟୁଜି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର । ଗୁରୁତରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଥିଲା । ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ…

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ

ଇରାନ୍ ଇଜ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଗାଜାରେ ଯୁଦ୍ଧ ସ୍ଥିତିରେ ସୁଧାର ଆଣିବା ସହ ଜାରି ରହିଥିବା ସଂଘର୍ଷକୁ ଶାନ୍ତିପୂର୍ଣ୍ଣ…

ଅନ୍‌ଲାଇନ୍‌ ଗେମ୍‌ ଫି ୱିନ୍‌ରେ ୪୦୦ କୋଟି ଠକେଇ

ରାଉରକେଲା: ଅନ୍‌ଲାଇନ୍‌ ଗେମ୍‌ ଫି ୱିନ୍‌ରେ ୪୦ ୦ କୋଟି ଠକେଇ ଘଟଣାରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୪ ଜଣକୁ ଗିରଫ କରି ୧୪ ଦିନିଆ ଜେଲ୍‌ ହାଜତକୁ ପଠାଇ ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଣାଇ ଥାନା ଅଧିନସ୍ଥ ଗୋଗୁଆର ଅରୁଣ ସାହୁ, ଆଲୋକ ସାହୁ, ପାଟ୍‌ନାର ଚେତନ…

ଟ୍ରାକରୁ ଖସିଲା ସାବରମତି ଏକ୍ସପ୍ରେସ୍

ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଟ୍ରାକରୁ ଖସିଯାଇଛି। କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି। ସ୍ଵଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ଏବଂ…

ଧୋନୀ ହେବେ ଅନକ୍ୟାପଡ୍ ପ୍ଲେୟାର

୨୦୨୫ ଆଇପିଏଲ୍‌ ସିଜିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଅପଡେଟ୍‌ । ଆଗାମୀ ଆଇପିଏଲରେ ମଧ୍ୟ ଦେଖିବାକୁ ମିଳିପାରେ ଧୋନିଙ୍କ ହେଲିକପ୍ଟର ସଟ୍‌ । ୨୦୨୫ ଆଇପିଏଲରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ଖେଳାଇପାରେ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଆଗାମୀ…

ଆଜି ସାରା ଦେଶରେ ଡାକ୍ତର ଆନ୍ଦୋଳନ

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ। ଆଜି  ସକାଳ ୬ଟା ଅର୍ଥାତ୍ ୨୪ ଘଣ୍ଟା ଧରି ଚାଲିବ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ। ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଧର୍ମଘଟ ଡାକରା…

ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଶିକ୍ଷଣ ଶିବିରକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦ୍‌ଘାଟନ କରିବା ପରମ୍ପରା ରହିଥିବାବେଳେ ଗୃହର ସଦସ୍ୟ ନଥିବା…

ଆଜିର ରାଶିଫଳ

ମେଷ: ସମସ୍ୟା କିଛି ରହିବ ହେଲେ ଚିନ୍ତା କରନ୍ତୁ ନାହିଁ ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ନାମରେ କାର୍ କିଣି ପାରନ୍ତି। ‌- ବୃଷ: କୌଣସି ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ…