ଜାଣନ୍ତୁ କିପରି କଟିବ ଆଜିର ଦିନ
ମେଷ : ଆଜି ମେଷ ରାଶି ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟିକ କ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ବଢ଼ିପାରେ । ଆୟ ବୃଦ୍ଧିର ଯୋଗ ରହିଛି, ତେବେ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବଢ଼ିପାରେ । କଠିନ ପରିଶ୍ରମର ଭଲ ଫଳ ମିଳିବ । ପାରିବାରିକ ଶାନ୍ତି ପାଇଁ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପିଲା…