Browsing Tag

#odisha

ପପୁ ଯାଦବଙ୍କୁ ଉପରକୁ ଚପଲ ଫିଙ୍ଗିଲେ ଜନୈକ ଯୁବକ,କାବୁ କଲେ ପପୁ

ପୂର୍ଣ୍ଣିୟାରୁ ସ୍ୱାଧୀନ ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ସାମ୍ବାଦିକ ସମ୍ମିଳନୀ କାଳରେ ଅଘଟଣ ଘଟିଛି। ସାମ୍ବାଦିକ ସମ୍ମିଳନୀରେ ପପୁ ଯାଦବ ରାମ ମନ୍ଦିର ଦାନ ଚୋରିକୁ ନେଇ ରୁଜୁ ଏତଲା ଓ ତାଙ୍କୁ ମିଳୁଥିବା ଧମକ ନେଇ କହୁଥିଲେ। ଏହି ସମୟରେ ଜନୈକ ଯୁବକ…

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ନିଲମ୍ବନ ହେଲେ IFS ଅଧିକାରୀ ସଂଗ୍ରାମ କେଶରୀ ବେହେରା

ବହୁ ଚର୍ଚ୍ଚିତ ଏସିଏଫ୍ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ନେଇଛନ୍ତି କଠୋର ଆଭିମୁଖ୍ୟ। ବରିଷ୍ଠ ଆଇଏଫଏସ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋର୍ଟଙ୍କ ଦ୍ୱାରା ବିଚାର ବିଭାଗୀୟ ହାଜତକୁ…

ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ,ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ- ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିଲେ ମଧ୍ୟ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଆଶଙ୍କା ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ…

ସମସ୍ତେ ସଂକଳ୍ପ ନେବା, ନିଶାକୁ ନା ଜୀବନ ଓ ପ୍ରଗତିକୁ ହଁ , ଯୁବବର୍ଗ ଙ୍କୁ ଆହ୍ନାନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନିଶାମୁକ୍ତ ଯୁବବର୍ଗ ଭାରତ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଓଡ଼ିଶାର ଯୁବ ସାଥୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୮ ହଜାରରୁ ଅଧିକ ସ୍ଥାନରେ ୨ କୋଟିରୁ ଅଧିକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି ।…

ଭାରତରେ ଲଞ୍ଚ ହେଲା OnePlus N6x,ଅଗଷ୍ଟ ୪ ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ

OnePlus ଭାରତରେ ଏହାର ନୂତନ ଏଣ୍ଟ୍ରି-ଲେବଲ୍ ସ୍ମାର୍ଟଫୋନ୍ OnePlus N6x ଲଞ୍ଚ କରିଛି । ଏହି ଫୋନଟି 7000mAhର ବଡ଼ ବ୍ୟାଟେରୀ, 120Hz ଡିସପ୍ଲେ ଏବଂ ଏକ MediaTek Dimensity 6360 Apex ଚିପସେଟ୍ ସହିତ ଲଞ୍ଚ ହୋଇଛି । କମ୍ପାନୀ ଏହାକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ଏବଂ ଦୁଇଟି କଲର…

ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା

ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌୍‌ରା ତାଙ୍କ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଅନୁମତି ପରେ ବୁମ୍‌ରା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଖେଳିବା ସ୍ପଷ୍ଟ ହୋଇଛି। ଚଳିତ ଅଗଷ୍ଟ ୧୫ରୁ ୨୭…

ଆସାମରେ ପ୍ରବଳ ବର୍ଷା ପରିସ୍ଥିତିକୁ ସଙ୍କଟାପନ୍ନ,ସାହାଯ୍ୟର ହାତ ବଢାଇଲେ ଅଭିନେତା ରଣଦୀପ ହୁଡ୍ଡା

ଆସାମରେ ପ୍ରବଳ ବର୍ଷା ପରିସ୍ଥିତିକୁ ସଙ୍କଟାପନ୍ନ କରିଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଏବଂ ଅନେକଙ୍କ ଘରଦ୍ବାର ନଷ୍ଟ ହୋଇଛି । ଏହି ସମୟରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଆସାମବାସୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଅଭିନେତା ଆସାମରେ ପହଞ୍ଚି ରିଲିଫ୍ କାର୍ଯ୍ୟରେ…

ପାକିସ୍ତାନରେ ବିସ୍ଫୋରଣ,୯ ମୃତ ୧୮ ଗୁରୁତର

ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ୱା ପ୍ରଦେଶସ୍ଥିତ ସ୍ୱାଟ ଜିଲ୍ଲାର କବାଲ ପୋଲିସ ଷ୍ଟେସନ ନିକଟରେ ରବିବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ପୋଲିସ କର୍ମଚାରୀ ଏବଂ ୪ ଜଣ ସାଧାରଣ ନାଗରିକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହାତ ହୋଇଛନ୍ତି।…

ଚାରି ମାସ ପରେ ବିଦେଶୀ ନିବେଶକ ଭାରତର ସେୟାର ବଜାରମୁହାଁ , ୨୦,୨୦୦ କୋଟି ଟଙ୍କା ମୂଲ୍ୟର କିଣିଲେ ଇକ୍ବିଟି

ଲଗାତାର ଚାରି ମାସ ଧରି ମୁହଁ ଫେରାଇ ନେଇଥିବା ବିଦେଶୀ ନିବେଶକମାନେ ଜୁଲାଇ ମାସରେ ଭାରତର ସେୟାର ବଜାରମୁହାଁ ହୋଇଛନ୍ତି। ଜୁଲାଇରେ ସେମାନେ ନିଟ୍‌ ୨୦,୨୦୦ କୋଟି ଟଙ୍କା ମୂଲ୍ୟର ଇକ୍ବିଟି କିଣିଛନ୍ତି। କର୍ପୋରେଟ୍‌ ଆୟ ଭଲ ରହିବା ସହିତ ବିଶ୍ବର ନିବେଶ ପରିବେଶରେ ଉନ୍ନତି ବିଦେଶୀ…

ଦକ୍ଷିଣ ଭାରତ ସମେତ ଅନ୍ୟ ଅଞ୍ଚଳରେ ପଡ଼ିବନି ଏଲ ନିନୋର ପ୍ରଭାବ,ବର୍ଷା ସ୍ଥିତିରେ ଆସିବ ସୁଧାର

ଏଲ ନିନୋ ପ୍ରଭାବରେ ମୌସୁମୀ ସ୍ୱଭାବିକରୁ କମ୍ ବର୍ଷିବା ଆଶଙ୍କା ଲାଗି ରହିଥିବା ବେଳେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲୁଏମଓ)ଙ୍କ ସଦ୍ୟତମ ରିପୋର୍ଟରୁ ସାମାନ୍ୟ ଆଶ୍ୱସ୍ତିର ଆଶା କରାଯାଉଛି। ଡବ୍ଲୁଏମଓଙ୍କ ରିପୋର୍ଟରେ ହିନ୍ଦ ମହାସାଗରରେ ପଜେଟିଭ ଇଣ୍ଡିଆନ ଓସନ ଡାଇପୋଲ (ଆଇଓଡି)…