Browsing Tag

#odisha

ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍,ନୂଆ ଆକ୍ସନ୍ ଫିଲ୍ମ ପାଇଁ ଟାଇଗର ଶ୍ରଫ୍,…

ବଲିଉଡ୍ର ଆକ୍ସନ୍ ଷ୍ଟାର୍ ଭାବେ ପରିଚିତ ଟାଇଗର ଶ୍ରଫ୍ ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ନୂଆ ଆକ୍ସନ୍ ଫିଲ୍ମ ପାଇଁ ଟାଇଗର ଶ୍ରଫ୍, ନିର୍ଦ୍ଦେଶକ ରେମୋ ଡି’ସୁଜା ଏବଂ ପ୍ରଯୋଜକ ନୀରଜ ତିୱାରୀ ଏକାଠି ହୋଇଛନ୍ତି। ଏହା ଏକ ବଡ ପ୍ରୋଜେକ୍ଟ ଯାହାକୁ ନେଇ ସମସ୍ତେ ବହୁତ…

ଅନଲାଇନ୍‌ ସପିଂ କରୁଥିଲେ ଆଉ ପୋଷାକ ଫେରାଇବକୁ ପଡ଼ିବ ନାହିଁ , ଆଗାମୀ ଦିନରେ ବିକ୍ରି ହେବ ଭାରତୀୟ ମାପର ପୋଷାକ

ଭାରତରେ ପାଶ୍ଚାତ୍ୟ ମାପ ମାନଦଣ୍ଡ ଅନୁସାରେ ବିକ୍ରି ହେଉଥିବା ରେଡିମେଡ୍‌ ପୋଷାକ ପରିବର୍ତ୍ତେ ଭାରତୀୟ ମାପର ପୋଷାକ ଆଗାମୀ ଦିନରେ ବିକ୍ରି ହେବ। ବୟନଶିଳ୍ପ ମନ୍ତ୍ରଣାଳୟ ଏ ଦିଗରେ କାର୍ଯ୍ୟ କରୁଛି। ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଗଲେ ଗୋଟିଏ ନିର୍ଦ୍ଦିଷ୍ଟ ସାଇଜ୍‌ର ପୋଷାକକୁ ନେଇ…

ପଥଚାରୀଙ୍କ ଲାଗି ଠିକ୍ ରୂପେ ନିର୍ଦ୍ଧାରିତ ଅବରୋଧ ମୁକ୍ତ ରାସ୍ତା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ଆଦେଶ…

ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ କେନ୍ଦ୍ର ସରକାରଙ୍କୁ ଦେଶରେ ଯେଉଁଠି ବି ସଡ଼କ ଅଛି ସେଥିରେ ପାଦ ଚଲା ପଥଚାରୀଙ୍କ ଲାଗି ଠିକ୍ ରୂପେ ନିର୍ଦ୍ଧାରିତ ଅବରୋଧ ମୁକ୍ତ ରାସ୍ତା ସୁନିଶ୍ଚିତ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ୍. ନରସିମହା ଓ…

ଆନ୍ଦୋଳନକୁ ଓହ୍ଲାଇଛନ୍ତି ରେଭେନ୍ସାର ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର,ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ…

ରେଭେନ୍ସାରେ ଛାତ୍ର ଅଶାନ୍ତି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର । ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଛାତ୍ର ମାନେ ଅନଶନରେ ବସିଛନ୍ତି । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ଛାତ୍ର ମାନେ । ହଷ୍ଟେଲ ମେସ୍ ରବିବାର…

ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସାଢ଼େ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟ ଜାରି ରହିବ । ଏସଟିଆରଏଫ…

ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଲୋକଭବନରେ ପହଞ୍ଚି କିଛି ସମୟ ବିତାଇବେ ରାଷ୍ଟ୍ରପତି

ଓଡ଼ିଶାର ରାଷ୍ଟ୍ରପତି। ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଜ୍ୟପାଳ ଏବଂ…

ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି: ୭ ରୁ ଉର୍ଦ୍ଧ୍ବ ଗୁରୁତର ,ମେଡିକାଲରେ ହେଲେ ଭର୍ତ୍ତି

ପିଲାଙ୍କ ଖାଇବାରେ ଝିଟିପିଟି ।  ୭ ରୁ ଅଧିକ ଛାତ୍ର ଗୁରୁତର ।  ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି  ପିଲା । ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ…

ଶ୍ରାବଣ ମାସ ପ୍ରଥମ ସୋମବାର: ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ଼

ଶ୍ରାବଣ ମାସ ପ୍ରଥମ ସୋମବାରରେ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି । ରାତି ୪ଟାରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି…

ଶ୍ରାବଣ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ,ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ପୂଜାପଣ୍ଡା ସେବାୟତ ଓ ବଡ଼ୁ…

ଶ୍ରାବଣ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ପୂଜାପଣ୍ଡା ସେବାୟତ ଓ ବଡ଼ୁ ନିଯୋଗ ସେବାୟତଙ୍କ ମଧ୍ୟରେ ବିବାଦ। ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି। ବିବାଦର ସମାଧାନ ନହେବାରୁ ନୀତିକାନ୍ତିରେ ବାଧା ଦେଖାଦେଇଛି। ନୀତିକାନ୍ତି ବନ୍ଦ ସତ୍ତ୍ବେ ଜଳଲାଗି ଜାରି…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିପାରେ, କିନ୍ତୁ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି, ତେବେ ନୂଆ ବିନିଯୋଗକୁ ଏଡ଼ାନ୍ତୁ । ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ଏବଂ…