କେଉଁ ରାଶି ପାଇଁ ଆଜି ଶୁଭ?
ଅଦ୍ୟ ଅକ୍ଟୋବର ମାସ ୧୦ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଆଶ୍ୱିନମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ଦିବା ଘ୧୨/୨୪ ଗତେ ଅଷ୍ଟମୀ
ନକ୍ଷତ୍ର- ମୂଳା ପ୍ରାତଃ ଘ୦୫/୫୧ ଗତେ ପୂର୍ବା ଷାଢା
ଚନ୍ଦ୍ର - ଧନୁ
ଯୋଗ- ଶୋଭନ…