ବାଂଲାଦେଶକୁ ମହଙ୍ଗା ପଡ଼ିବ ଭାରତ ସହ ଶତ୍ରୁତା
ଏବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ । ଦୁଇ ଦେଶ ଭିତରେ କୂଟନୀତିକ ସଂପର୍କ ଅତ୍ୟନ୍ତ ଖରାପ ହୋଇଯାଇଛି। ଯେଉଁଠାରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ ଟ୍ରାଞ୍ଜିଟ ଚୁକ୍ତିନାମାକୁ ବାତିଲ କରିଛନ୍ତି।
ଭାରତ ଯଦି ଏଭଳି ବଡ଼ ନିଷ୍କତି…