Browsing Tag

#odisha

ଲଗାଣ ବର୍ଷା ଯୋଗୁ ଶିମିଳିପାଳ ବନ୍ଦ

ଲଗାଣ ବର୍ଷା ଯୋଗୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍‌ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି।

କୋହଲା ପାଗ , ଆଜିର ପଥୋତ୍ସବ ସ୍ଥଗିତ

କୋହଲା ପାଗ ଏବଂ ବର୍ଷା କାରଣରୁ ଆଜି ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖାଯାଇଥିବା  ବିଏମସି ପକ୍ଷରୁ ସୂଚନା ମିଳିଛି। ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ୨୨, ୨୯ ଏବଂ ଜାନୁଆରୀ ୫ ତାରିଖରେ ପଥୋତ୍ସବ ଅନୁଷ୍ଠିତ ହେବା ନେଇ ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଆଜି…

ଶ୍ରୀମନ୍ଦିର ଭିତରେ ଗଣ୍ଡଗୋଳ , 2 ସବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ଜଣ ସେବାୟତଙ୍କୁ ଶନିବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ ୨୧(କ) ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ…

କୁଏତରେ ପ୍ରଧାନମନ୍ତ୍ରୀ , ଦ୍ବିପାକ୍ଷିକ ବୈଠକରେ ହେବେ ସାମିଲ

ଦୁଇଦିନିଆ କୁଏତ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୪୩ ବର୍ଷ ପରେ ପ୍ରଥମଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିଛନ୍ତି ମୋଦି। ଗତକାଲି କୁଏତ୍ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀଙ୍କୁ ରେଡ୍ କାର୍ପେଟରେ ପାଛୋଟି ନେଇଥିଲେ କୁଏତ ପ୍ରିନ୍ସ ଶେଖ ମେଶାଲ ।…

ବଙ୍ଗୋପସାଗରରେ ଦୁର୍ବଳ ହେଲା ଅବପାତ

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ଦୁର୍ବଳ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବର-ଉତ୍ତରପୂର୍ବ ଆଡକୁ ଗତି କରି ଅବପାତ ସମୁଦ୍ର ଭିତରେ ଦୁର୍ବଳ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଗତ ଦୁଇ ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷା ଆଜିଠୁ…

ମୋ ସ୍କୁଲ ବଦଳରେ ଲାଗୁ ହେବ ‘ପଞ୍ଚସଖା ଶିକ୍ଷା ସେତୁ’

ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ସରକାର ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପୁରାତନ ଛାତ୍ରଛାତ୍ରୀ, ଗୋଷ୍ଠୀ ସହଭାଗିତା ମା‌ଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯିବ। ତେଣୁ ପୂର୍ବରୁ ଥିବା ‘ମୋ ସ୍କୁଲ ଅଭିଯାନ’ର ନାମ…

ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି

ମଙ୍ଗଳସୂତ୍ରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ କୀର୍ତ୍ତି  । ବିବାହ ପରେ ତାଙ୍କ ବେକରେ ଏବେ ମଙ୍ଗଳସୂତ୍ର ସଦାବେଳେ ଦେଖିବାକୁ ମିଳୁଛି ।  ସୋସିଆଲ ମିଡିଆରେ ତାଙ୍କୁ ନେଇ ଏବେ ଆଲୋଚନା ଜୋର ଧରିଛି । କାହିଁକି ନା କୀର୍ତ୍ତିଙ୍କ ମଙ୍ଗଳସୂତ୍ର ଫଟୋ ଭାଇରାଲ ହେଉଛି । ଦକ୍ଷିଣଭାରତୀୟ…

ଜିଏସଟି ପରିଷଦର ୫୫ତମ ବୈଠକ: ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା

ଶସ୍ତା ହେବନି ସ୍ବାସ୍ଥ୍ୟ ବୀମା  । ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । ରାଜସ୍ଥାନର ଜୟସେଲମେରରେ ଜିଏସଟି ପରିଷଦର ୫୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ ।…

ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଆଜି ହେଉଛି ସବୁଠୁ ଛୋଟ ଦିନ । ଆପଣ ଜାଣନ୍ତି ବର୍ଷକେ ଥରେ ଏଭଳି ଦିନ ଆସେ ନଭେମ୍ବର ମାସରେ ।  ଚଳିତବର୍ଷର ସବୁଠାରୁ ଛୋଟ ଦିନ ଓ ଦୀର୍ଘତମ ରାତି ଆଜି ଆପଣ ଅନୁଭବ କରିପାରିବେ। ଆଜି ସହ କାଲି ମଧ୍ୟ ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା ବୋଲି ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ପଟ୍ଟନାୟକ ।…

ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ

ଅଦିନିଆ ବର୍ଷା  ପାଇଁ ଚାଷୀ ଚିନ୍ତାରେ । ପୁରୀ ଜିଲ୍ଲାର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଖୋର୍ଧା ଜିଲ୍ଲାର ଚାଷୀମାନେ ଏ ଲଗାଣ ବର୍ଷାରେ କଣ କରିବେ ଭାବି ପାରୁନାହାଁନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ ବିକିବା ପୂର୍ବରୁ ଖଳାରେ ଧାନ ଭିଜିବାରେ ଲାଗିଛି । ଜିଲ୍ଲାରେ ଚଳିତ…