Browsing Tag

#odisha

ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା

ଗତକାଲିଠାରୁ କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ସେହିପରି ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ହେଉଛି । ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିଛି । ଚାଷୀମାନେ ଧାନ ଫସଲ,…

ଜର୍ମାନୀର ମାଗ୍‌ଡେବର୍ଗରେ ଖ୍ରୀଷ୍ଟମାସ ବଜାର ଉପରେ ହିଟ୍ ଆଣ୍ଡ ରନ୍ ,2 ମୃତ ୭୦ରୁ ଅଧିକ ଆହତ

ଖ୍ରୀଷ୍ଟମାସ ବଜାରରେ ଲୋକଙ୍କ ଭିଡ ଥିଲା । କାର ଆସି ଲୋକଙ୍କ ଉପରେ ଚଢ଼ିଗଲା ।  ଜର୍ମାନୀର ମାଗ୍‌ଡେବର୍ଗରେ ହିଟ୍ ଆଣ୍ଡ ରନ୍ ,2 ମୃତ ୭୦ରୁ ଅଧିକ ଆହତ । ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣାକୁ ଗଭୀର ଶୋକ ପ୍ରକାଶ ପାଇଛି  । ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ । ଦ୍ରୁତଗତିରେ କାର୍‌ ଆସି…

ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ବନ୍ଦ ରହିବ

ଆସନ୍ତା ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଥିବାରୁ ଡିସେମ୍ବର୨୩ରେ ଭୁବନେଶ୍ୱର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ।…

ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

ଉପମୁଖ୍ୟମନ୍ତ୍ରୀ ବଣ୍ଡାଘାଟିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କୁ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷାରେ  ସ୍ୱାଗତ କରିଥିଲେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ୨୯୩୨ ହିତାଧିକାରୀଙ୍କ ଘରକୁ ପ୍ରଶାସନ ପହଞ୍ଚି ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ…

ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ

ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ । ଚାଷୀ ଚିନ୍ତାରେ । ବିଲରେ ଧାନ ପଡ଼ିଛି । ଗତକାଲି , ଆଜି  ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି…

ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସର ତଥାକଥିତ ବା ସ୍ୱଘୋଷିତ ଯୁବନେତା ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଏହି ଘଟଣାକୁ…

ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ଘରେ ଇଡି ରେଡ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ରେଡ୍‌। କେଉଁ ଘଟଣା ନେଇ ED ରେଡ୍‌ କରୁଛି କିଛି ସ୍ପଷ୍ଟ ହୋଇନି। ED ରେଡ୍‌ ନେଇ ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଆସିଛି ପିକନିକ୍ ସମୟ, ମନମହୁଛି ଖାଣ୍ଡିଆ ଜଳପ୍ରପାତ

ଆସିଛି ପିକନିକ୍ ସମୟ। ଜମୁଛି ବଣଭୋଜିର ମଜା। ପରିବାର ଓ ସାଙ୍ଗସାଥୀ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ମୟୂରଭଂଜ ଜିଲ୍ଲା  ରାଇରଙ୍ଗପୁର ସହରରୁ ୫୦କିମି  ଓ ସଦର ମହକୁମା ବାରିପଦାଠାରୁ ୬୦କିମି ଦୂରରେ ଅବସ୍ଥିତ ଖଣ୍ଡିଆ ଜଳପ୍ରପାତ। ରାତି ପାହିଲେ ଝରଣା…

ଭୟ ବଢାଇଲା ନୂଆ ଭାଇରସ ଡ଼ିଙ୍ଗା , ଉଗାଣ୍ଡରେ 400 ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନିପା, କରୋନା ପରେ ପୁଣିଥରେ ଡ଼ରାଇଲାଣି  ଆଉ ଏକ ନୂଆ ଭାଇରସ । ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ । ସଂକ୍ରମିତ ହେଲେ ପ୍ରବଳ ଜ୍ବର ସହ ମୁଣ୍ଡ ବିନ୍ଧିବା, ଦୁର୍ବଳ ଅନୁଭବ କରିବା ଭଳି ଦେଖାଦେଉଛି ଲକ୍ଷଣ । ଆକ୍ରାନ୍ତମାନେ ପାରାଲିସିସ୍‌ର ଶିକାର…

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ଆରମ୍ଭ , 23 ରୁ ପଠାଯିବ ପ୍ରାକ୍ଟିକାଲ୍‌ ପ୍ରଶ୍ନପତ୍ର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ୧୨୭୬ କେନ୍ଦ୍ରରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ।…