ଆଇରନ୍ ର ପାୱାର୍ ହାଉସ୍ ପୋଇ ଶାଗ
ସବୁଜ ପନିପରିବା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଖାସ୍ କରି ବର୍ଷାଦିନେ ବଜାରରେ ସବୁଜ , ତଟକା ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ କିଛି କିଛି ଏମିତି ପରିବା ବି ରହିଛି ଯାହା ୧୨ ମାସରେ ବଜାରରେ ଉପଲବ୍ଧ । ଏହା ଶରୀର ପାଇଁ ଯେତେ ପୁଷ୍ଟିକର , ଚାଷ କରିବା ବି ଭାରି ସହଜ…