ଜନ୍ମଦିନ କେକ୍ ରେ ଝିଟିପିଟି,୭ ଶିଶୁ ସମେତ ୧୧ ଲୋକ ଅସୁସ୍ଥ
ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମଲା ଝିଟିପିଟି ପଡ଼ିଥିବା ଏକ ଜନ୍ମଦିନ କେକ୍ ଖାଇବା ପରେ ୭ ଜଣ ଶିଶୁଙ୍କ ସମେତ ୧୧ ଜଣ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାତ ଜଣ ଅସୁସ୍ଥ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟ୍…