Browsing Tag

#odisha

ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ବର୍ଷେ ଭିତରେ ତୁଟିଲାନି ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ବିବାଦ। ଆଜି ମକର ସଂକ୍ରାନ୍ତିରେ ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି  କାଲି ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି, ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବଡୁ ଓ ସୁଆର ନିଯୋଗ ବିବାଦ ଯୋଗୁଁ ଉପାସରେ ଲିଙ୍ଗରାଜ । ଗତକାଲି…

ଆସନ୍ତା ଦୁଇ ଦିନ ରାଜ୍ୟରେ ରହିବ ଶୀତ ଲହରୀ

ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ରହିବ। ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଅଧିକ ଶୀତ ରହିବ । ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କୋରାପୁଟରେ ପ୍ରବଳ କୁହୁଡ଼ି ଦେଖା ଦେଇପାରେ…

ଜାଣନ୍ତୁୁ କିପରି କଟିବ ଆଜିର ଦିନ

ମେଷ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ବୃଷ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ…

ଚଳିତ ବର୍ଷ ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍‌ରେ ହେବ -ନିତ୍ୟାନନ୍ଦ ଗଣ୍ଡ

ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍‌ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କଳା ବିଭାଗ ଖାତାଦେଖା ଅନଲାଇନ୍‌ରେ ହେବା ପାଇଁ ପ୍ରସ୍ତୁତି କରାଯାଉଛି । ଚୂଡ଼ାନ୍ତ ପାଇଁ ବଜେଟ୍…

Vivo ଲଞ୍ଚ କଲା ୭୨୦୦mAh ବ୍ୟାଟେରୀ ସହିତ ଏକ ଆଫର୍ଡେବଲ୍ ଫୋନ୍ , ଜାଣନ୍ତୁ କଣ ରହିଛି ଫିଚର୍ସ

Vivo ଲଞ୍ଚ କଲା ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ । Vivo ଏକ ୭୨୦୦mAh ବ୍ୟାଟେରୀ ସହିତ ଏକ ଆଫର୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଯାହାର ନାମ ହେଉଛି Vivo Y500i ।  ଏହି Vivo Y-ସିରିଜ୍ ଫୋନଟି ୧୨GB RAM ଏବଂ ୫୧୨GB ଷ୍ଟୋରେଜ୍ ସହିତ ଅନେକ ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । Y500i ନାମକ, ଏହା…

ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ,ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ

ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କଲାଣି। ଏନେଇ ଜଣେ ଇରାନୀ ଅଧିକାରୀ ସୂଚନା ଦେଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ କହିଛି। ଆନ୍ଦୋଳନକାରୀଙ୍କ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ମିଡିଆରେ ଖବର…

‘‘ମର୍ଦ୍ଦାନୀ ୩’’ ର ଟ୍ରେଲର ରିଲିଜ୍

ଚଳିତ ନୂଆ ବର୍ଷ ଫିଲ୍ମପ୍ରେମୀଙ୍କ ପାଇଁ ଏଣ୍ଟରଟେନମେଣ୍ଟରେ ପରିପୂର୍ଣ୍ଣ ହେବ । YRF ‘‘ମର୍ଦ୍ଦାନୀ ୩’’ ଟ୍ରେଲର ରିଲିଜ୍ କରିଥିବାବେଳେ ଜାନୁଆରୀ ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଟ୍ରେଲର ରିଲିଜ୍ ହେବା ସହିତ ଏହାର ନିର୍ମାତା କହିଛନ୍ତି ଯେ, ଫିଲ୍ମଟି ସତ୍ୟ ଘଟଣା ଉପରେ…

ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ବୃଦ୍ଧି

ବଜାରରେ ସୁନା ଓ ରୁପା ଦର ଗତ କିଛିମାସ ହେଲା ମାତ୍ରାଧିକ ହାରରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ରୁପା ଦର କିଲୋଗ୍ରାମ ପିଛା ଭୁବନେଶ୍ବର ବଜାରରେ ୫ ହଜାର ଟଙ୍କା ବୃଦ୍ଧି ପାଇ ୨,୯୨,୦୦୦ ଟଙ୍କାରେ ପହଞ୍ଚିଛି। ଗତ ୧୦ ତାରିଖରେ ରୁପା ଦର ୭୦୦୦, ୧୨ ତାରିଖରେ ୧୨୦୦୦ ଟଙ୍କା ବଢ଼ିଥିବାବେଳେ ଆଜି…

ବାଂଲାଦେଶ ଏବେ ଭାରତରେ ଏହାର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଖେଳିବାକୁ ବାଧ୍ୟ

ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି ଯେ, ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବା ପାଇଁ ବାଂଲାଦେଶର ଦାବି ଗ୍ରହଣ କରାଯିବ ନାହିଁ । ବାଂଲାଦେଶ ଦଳ ଭାରତରେ କୌଣସି ଗମ୍ଭୀର ବିପଦର ସମ୍ମୁଖୀନ ହେଉନାହିଁ । ଆଉ…

ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଆସନ୍ତା ୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା ମିଳିବା ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧…