ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍ ସମ୍ପର୍କ ଗଭୀର,ମରିସସ୍ କୁ ୫ ବର୍ଷ ତେଲ ଯୋଗାଇବ ଆଇଓସିଏଲ୍
ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍ ସମ୍ପର୍କ ଗଭୀର ହୋଇଛି। ଏହି ଦେଶର ସଂପୂର୍ଣ୍ଣ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଆବଶ୍ୟକତା ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ୍) ପୂରଣ କରିବ। ଏ ନେଇ ଏକ ୫ ବର୍ଷିଆ ରାଜିନାମା ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହଙ୍କ ଦୁଇ…