Browsing Tag

#odisha

ବନ୍ୟା ସ୍ଥିତି ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ବନ୍ୟା ସ୍ଥିତି ପାଇଁ ଦୁଇ ଜିଲ୍ଲାରେ ସ୍କୁଲ ଛୁଟି । ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଭଦ୍ରକର ୪ଟି ବ୍ଲକରେ ୧୩୯ ଟି ସ୍କୁଲ ଓ ୨୨୫ ଟି ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି ପ୍ରଶାସନ। ସେହିପରି ଯାଜପୁର ଜିଲ୍ଲାରେ ବନ୍ୟା ଓ ଲଗାଣ ବର୍ଷା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି…

ଏହି ରାଶିଙ୍କ ପାଇଁ ଆଜି ଦିନଟି ଭଲ ରହିବ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିବ । କଠିନ ପରିଶ୍ରମର ଫଳ ମିଳିବା ସହ ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀ ଓ ବନ୍ଧୁଙ୍କ ସମର୍ଥନ ମିଳିବ । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । ପାରିବାରିକ ପରିବେଶ ଖୁସିରେ ରହିବ । ତେବେ ପିଲାମାନଙ୍କୁ ନେଇ…

ମାର୍କେଟ ସାରା ବିଷ ପନିର,ଭୁବନେଶ୍ବରରେ ଏକ ମଲରେ ଚଢାଉ କଲା ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍

ପନିର ନୁହେଁ ପଏଜନ ।  ମାର୍କେଟ ସାରା ବିଷ ପନିର। ଭୁବନେଶ୍ବରରେ ଏକ ମଲରେ ଚଢାଉ ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍ ରେଡ୍ କରି ଥିଲା। ଅପମିଶ୍ରଣ ଜଣାପଡ଼ିବା ପରେ ମଲରେ ଥିବା ରେଷ୍ଟୁରାଣ୍ଟରେ ଚାଲିଛି ଯାଞ୍ଚ। ଗତକାଲି କଟକ ଓ ବ୍ରହ୍ମପୁରରେ ଚଢାଉ କରାଯାଇ ବିପୁଳ ପରିମାଣର ପନିର ନଷ୍ଟ…

ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀଗୁଡ଼ିକୁ ଖୁବଶୀଘ୍ର ପୂରଣ କରାଯିବା

ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ…

୧୪ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ,ମୋଟ ୧୪,୧୦୪ ଜଣ ଯୁବକଯୁବତୀଙ୍କ ପାଇଁ ସୃଷ୍ଟି ହେବ ନୂତନ ରୋଜଗାର

ସମୃଦ୍ଧ ଓଡ଼ିଶା ୨୦୩୬'ର ସ୍ୱପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟି ପ୍ରକ୍ରିୟା ଆହୁରି ଦ୍ରୁତଗାମୀ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଫେରାର ରହିବା ପରେ ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ କାବୁ କରାଯାଇଥିବା ସୂଚନା…

ଭାଈଙ୍କୁ ରାକ୍ଷୀ ପଠାଉଥିବା ଭଉଣୀଙ୍କୁ ଝଟକା ଦେଇଛି ଭାରତୀୟ ଡାକ ବିଭାଗ,ପାର୍ସଲ ଓ ସ୍ପିଡପୋଷ୍ଟ ଦର ବଢେଇଲା ବିଭାଗ

ଦେଶରେ ରକ୍ଷାବନ୍ଧନ ପର୍ବର ଠିକ୍ ପୂର୍ବରୁ ଭାରତୀୟ ଡାକ ବିଭାଗ ଦେଶ ଓ ପ୍ରଦେଶରୁ ବାହାରେ ରହୁଥିବା ଭାଈଙ୍କୁ ରାକ୍ଷୀ ପଠାଉଥିବା ଭଉଣୀଙ୍କୁ ଝଟକା ଦେଇଛି। ଯଦି ଏହି ରକ୍ଷା ବନ୍ଧନରେ ଆପଣ ଭାଈଙ୍କୁ ପୋଷ୍ଟ ଅଫିସ ମାଧ୍ୟମରେ ରାକ୍ଷୀ, ମିଠେଇ ଅଥବା ଉପହାର ପଠାଇବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ…

ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି Poco M8 ସିରିଜର ସ୍ମାର୍ଟଫୋନ୍,ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ

Poco M8 ସିରିଜରେ କମ୍ପାନୀ ଏକ କମ୍ ଦାମର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଅଗଷ୍ଟ ୨୧ ତାରିଖ ଅର୍ଥାତ୍ ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସହ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମଧ୍ୟ ଲିଷ୍ଟ କରାଯାଇଛି । ଫୋନର ଅନେକ…

ଭାରତ ଏବଂ ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ: ଟିମ୍ ଇଣ୍ଡିଆ ପ୍ଲେଇଂ ୧୧ରେ ପରିର୍ତ୍ତନ,ବାଦ୍ ପଡ଼ିପାରନ୍ତି କୁଲଦୀପ ଯାଦବ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଅଗଷ୍ଟ ୨୩ ତାରିଖରେ ସିଂହଳୀ ସ୍ପୋର୍ଟସ କ୍ଲବ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବା ସ୍ଥିତି…

ବରିଷ୍ଠ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଫିସରଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…