ଶତ୍ରୁ ନଜରରୁ ୪୮ ଘଣ୍ଟା ଧରି ନିଜକୁ ଏପରି ସୁରକ୍ଷିତ ରଖିଥିଲେ ପାଇଲଟ
ଇରାନର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଆମେରିକୀୟ ଏଫ-୧୫ ଇ ଯୁଦ୍ଧ ବିମାନ କ୍ରାସ୍ ପରେ ଯେଉଁ କାହାଣୀ ସାମ୍ନାକୁ ଆସୁଛି ତାହା କୌଣସି ହଲିଉଡ ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ବିମାନରେ ମିଜାଇଲ ମାଡ଼ ହେବା ପରେ ଦୁଇ ପାଇଲଟ ଇଜେକ୍ଟ ହୋଇଯାଇଥିଲେ। ହେଲେ ଜଣେ ଦୁଇ ଦିନ ଧରି ଶତ୍ରୁ ମୁଲକରେ ଲୁଚି…