ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି , ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍,ସିସିଟିଭି ଆଧାରରେ…
ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି। ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍। ପୁଣି ଆଖି ପିଛୁଳାକେ ସେଠାରେ ଫେରାର ମଧ୍ୟ ହୋଇଗଲା। ଯାହାକୁ ନେଇ ବିଧାନସଭାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋମବାର ଦ୍ବିପ୍ରହରରେ ଘଟିଛି ଏହି ଘଟଣା। ଦ୍ରୁତ ଗତିରେ ଆସି ଏକ କାର…