Browsing Tag

#odisha

ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା,ଦୁର୍ଘଟଣାରେ ପ୍ରାୟ ୩୦ରୁ ୪୦ ଶ୍ରମିକ ଗୁରୁତର

ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା। ଏଥିରେ ପ୍ଲାଣ୍ଟ୍‌ର ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ଘଟଣା ଘଟିଛି ଛତିଶଗଡ଼ ଶକ୍ତି ଜିଲ୍ଲାର ସିଂଘିତରାଈ ସ୍ଥିତ ବେଦାନ୍ତ ପାଓ୍ବର ପ୍ଲାଣ୍ଟରେ। ମଙ୍ଗଳବାର ଦ୍ବିପ୍ରହର ପ୍ରାୟ ୨ଟା ବେଳେ ଏଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାଥମିକ…

ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡିଛନ୍ତି ନୀତୀଶ

ସରିଲା ନୀତୀଶ ଯୁଗ। ଦୀର୍ଘ ୨୦ ବର୍ଷ ପରେ ନୀତୀଶଙ୍କୁ ଛାଡିବାକୁ ପଡିଲା ମୁଖ୍ୟମନ୍ତ୍ରୀ ଆସନର ମୋହ। ଯେଉଁ ଆସନ ମୋହ ପାଇଁ ରାଜନୀତିରେ ସେ ପଲଟୁରାମ ନାଁରେ ବଦନାମ ହୋଇଛନ୍ତି, ଶେଷରେ ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ଆସନ ଛାଡିଛନ୍ତି ନୀତୀଶ। ଏବେ ସେ ଖାଲି ପରାମର୍ଶଦାତାର ଭୂମିକା…

କଂଗ୍ରେସ-ବିଜେଡି ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ-ରାଜ୍ୟ ବିଜେପି ସଭାପତି ମନମୋହନ…

ଆମେ ଚାହୁଁଛୁ କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।…

ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି

ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମୁତାବିକ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ…

ଆଜିଠୁ ଆହୁରି ବଢ଼ିବ ଖରା,ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି

ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ୯ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ଖରା । ଆଗାମୀ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା…

ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି ,ବିଭିନ୍ନ ପୀଠରେ ଝାମୁଯାତ୍ରା ପାଳିତ

ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି । ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ…

ଆଜିର ରାଶିଫଳ

ମେଷ : ଆଜି ଏକ ମିଶ୍ରିତ ଦିନ ହେବ । ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ନୀତିରେ ଖୁସି ହେବେ । ଏକ ଭାରୀ କାର୍ଯ୍ୟଭାର ଦିନକୁ ବ୍ୟସ୍ତ ଏବଂ କ୍ଳାନ୍ତିକର କରିପାରେ । ପାରିବାରିକ ପରିବେଶ ଭଲ ରହିବ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ…

ଭୁବନେଶ୍ବରକୁ ୭୮ ବର୍ଷ,ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ

୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’ ଆରମ୍ଭ ହୋଇଛି  । ଆଜି ସକାଳୁ ପିଏମଜି ଛକ ନିକଟରେ ଥିବା…

ଆସନ୍ତା ୧୭ ତାରିଖ ଯାଏ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ

କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି। ୧୪ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର…

ଏହି ରାଶିଙ୍କ ପାଇଁ ଆଜି ଶୁଭ ଦିନ

ମେଷ: ଆଜି ଏକ ଶୁଭ ଦିନ ହେବ । କାର୍ଯ୍ୟରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ, ଏବଂ ଆପଣ ଆପଣଙ୍କ ଘର ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିପାରନ୍ତି । ଏକ ଛୋଟ ଧାର୍ମିକ ସ୍ଥଳକୁ ଯାତ୍ରା ସଫଳ ହେବ । ଆପଣଙ୍କ କାମରେ ସଫଳତା…