Browsing Tag

#odisha

ତାତିରେ ଫୁଟିବ ଅଧା ଓଡ଼ିଶା,ହୋଇପାରେ ନିଆଁ ବର୍ଷା

ତାତିରେ ଫୁଟିବ ଅଧା ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ବୁଧବାର ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଭବାନୀପାଟଣା, ବରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲାରେ ନିଆଁ ବର୍ଷା ହୋଇପାରେ। ପାଣିପାଗ…

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ…

ଆଜିର ରାଶିଫଳ

ମେଷ : ଆଜି ଏକ ଶୁଭ ଏବଂ ଫଳପ୍ରଦ ଦିନ ହେବ । ବ୍ୟବସାୟରେ ଉନ୍ନତି ହେବ । କାର୍ଯ୍ୟରେ ସଫଳତା ଆନନ୍ଦ ଆଣିବ । ଆପଣ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ, ଯାହା ଆପଣଙ୍କର ସାମାଜିକ ପ୍ରତିଷ୍ଠାକୁ ବୃଦ୍ଧି କରିବ । ପାରିବାରିକ ପରିବେଶ ଅନୁକୂଳ ରହିବ, ଯାହା ଶାରୀରିକ ଏବଂ ମାନସିକ ଭାବରେ…

ଆସନ୍ତୁ ଜାଣିବା ସ୍ବେଟ୍ ବୋଟୋକ୍ସ୍‌ ଟ୍ରିଟ୍‌ମେଣ୍ଟ୍‌ କଣ

ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହିଁଥାଆନ୍ତି। ସେଥିପାଇଁ ଏବେ ବିଭିନ୍ନ ପ୍ରକାର ଟ୍ରିଟ୍‌ମେଣ୍ଟ୍‌ ମଧ୍ୟ କରାଉଛନ୍ତି। ଯାହାକୁ ଆମେ ବୁଟକ୍ସ ବୋଲି କହିଥାଉ। ଏହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି। ଏହି ଟ୍ରିଟ୍‌ମେଣ୍ଟ୍‌କୁ ବ୍ୟବହାର କରି ଆମର ମୁହଁରେ ପଡ଼ୁଥିବା ବିଭିନ୍ନ ଭାଙ୍ଗକୁ…

କୋଭିଡ୍‌ ଟୀକା ଯୋଗୁଁ କିମ୍ବଦନ୍ତି ସ୍ପିନର୍‌ ସେନ୍‌ ଓ୍ବାର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କଲେ ପୁଅ ଜାକ୍‌ସନ୍‌…

କିମ୍ବଦନ୍ତି ସ୍ପିନର୍‌ ସେନ୍‌ ଓ୍ବାର୍ଣ୍ଣଙ୍କ ମୃତ୍ୟୁର ଚାରି ବର୍ଷ ପରେ ତାଙ୍କ ପୁଅ ଜାକ୍‌ସନ୍‌ ଓ୍ବାର୍ଣ୍ଣ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। କୋଭିଡ୍‌ ଟୀକା ଯୋଗୁଁ ତାଙ୍କ ପିତାଙ୍କର ଅସମୟ ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି।ଏକ ପଡ୍‌କାଷ୍ଟରେ ସେ କହିଛନ୍ତି ଯେ ତାଙ୍କ ପିତା…

ଆସନ୍ତାକାଲି ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ

ଆସନ୍ତାକାଲି ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ। ଏଥିପାଇଁ ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ଏକ ବଡ ସମାବେଶ ଆୟୋଜିତ କରାଯାଉଛି। ଯୁବକମାନଙ୍କୁ ନେଇ ଏହି ନୂଆ ଦଳ ଆଗକୁ ବଢାଇବାକୁ ଯୋଜନା ହୋଇଛି । ବିଜେଡ଼ି କଂଗ୍ରେସର ବହୁ ନେତା ଓ ବିଧାୟକ ନିର୍ବାଚନ ସମୟରେ ଓଡିଶା…

ଟ୍ରୋଲର ଶୀକାର ହେଲେ ଅଭିନେତ୍ରୀ କରୀନା କପୁର

ମୁମ୍ବାଇ ଏୟାରପୋର୍ଟରେ କରୀନା କପୁରଙ୍କ ଖାନଙ୍କ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ବାରା ଅଭିନେତ୍ରୀ ଟ୍ରୋଲର ଶୀକାର ହୋଇଛନ୍ତି । ଏହି ଭାଇରାଲ ଭିଡିଓରେ କରୀନା କପୁର ଚେକ୍ ଇନ୍ ଲାଇନ ଭାଙ୍ଗି ସିଧାସଳଖ ଭିତରକୁ ଏଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ…

ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଗ୍ରୀଷ୍ମ ଋତୁ ପାଇଁ ଘରୋଇ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି । ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ । ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ।…

ଟ୍ରମ୍ପଙ୍କୁ ପରିହାସ କରିଛି ଇରାନୀ ଦୂତାବାସ

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଆଉ କେବଳ କ୍ଷେପଣାସ୍ତ୍ର ଏବଂ ଆକ୍ରମଣ ମଧ୍ୟରେ ସୀମିତ ନାହିଁ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏବେ ସୋସିଆଲ ମିଡିଆରେ ଏକ ଅନନ୍ୟ ଡିଜିଟାଲ ଯୁଦ୍ଧରେ ପରିଣତ ହୋଇଛି। ଦକ୍ଷିଣ ଆଫ୍ରିକାରେ ଥିବା ଇରାନୀ ଦୂତାବାସ ଗତ କିଛି ଘଣ୍ଟା ମଧ୍ୟରେ ନିଜର…

ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ ପାଳିତ

ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନସ୍ଥାନରେ ବଡ଼ ଧୂମଧାମରେ ପାଳନ କରାଯାଉଛି ଆମ୍ବେଦକରଙ୍କ ଜନ୍ମ ଦିବସ । ଏହାରି ମଧ୍ୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଡ଼କ୍ଟର ବି.ଆର୍.ଆମ୍ବେଦକରଙ୍କ ଜନ୍ମବାର୍ଷିକୀର…