Browsing Tag

#odisha

ଟିଏମସିର ୪୪୦ କୋଟି ଟଙ୍କା ଫ୍ରିଜ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଦେଇଛି । ଆର୍ଥିକ ହେରଫେର ସହ ଜଡ଼ିତ ଏକ ମାମଲାରେ, ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଟିଏମସିର ୪୪୦ କୋଟି ଟଙ୍କା ଫ୍ରିଜ୍ କରିଛି । ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି…

ଭୁବନେଶ୍ବର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ

ଭୁବନେଶ୍ବର କୋର୍ଟକୁ ବୋମା ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି ।…

ପ୍ରକାଶ  ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ, ଶୀର୍ଷରେ ରେଭେନ୍ସା

ପ୍ରକାଶ  ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ । ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଟ୍ ଅଫ୍ ଶୀର୍ଷରେ ରହିଛି ରେଭେନ୍ସା । କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଓ ବିଜ୍ଞାନରେ ସର୍ବାଧିକ ୯୩.୪୦ % ପ୍ରତିଶତ ରହିଛି । ବିଜ୍ଞାନ କଟ୍ ଅଫ୍ ର ଦ୍ବିତୀୟ…

ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌

ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ସୋମବାର ରାତିରେ ଖେଳା ଯାଇଥିବା ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ପର୍ତ୍ତୁଗାଲ୍‌କୁ ୧-୦ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ସରିବାକୁ କେଇ ମିନିଟ ବାକିଥିବା ବେଳେ ସ୍ପେନ୍‌ର ମିକେଲ…

ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ବିଜେପିରେ ସାମିଲ ହେବା ନେଇ ଚାଲିଛି କଳ୍ପନାଜଳ୍ପନା

ଆଉ ଜଣେ ହେଭିଓ୍ୱେଟ୍‌ ନେତା ବିଜେପିରେ ମିଶିପାରନ୍ତି । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ବିଜେପିରେ ସାମିଲ ହେବା ନେଇ ଚାଲିଛି କଳ୍ପନାଜଳ୍ପନା । ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି । ଆସନ୍ତା ୧୨ ତାରିଖ ରବିବାର ପ୍ରଭାତ…

୫୩ ବର୍ଷରେ ପାଦ ଦେଲେ ବଲିଉଡର ଲୋକପ୍ରିୟ ସିଙ୍ଗର କୈଳାଶ ଖେର

ବଲିଉଡର ଲୋକପ୍ରିୟ ସିଙ୍ଗର କୈଳାଶ ଖେର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ସୁମଧୁର କଣ୍ଠସ୍ବର ପାଇଁ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କର ଜନ୍ମଦିନ ଅବସରରେ ଆଜି ତାଙ୍କ ବିଷୟରେ କିଛି ଜାଣିବା । କୈଳାଶ ଖେର ଉତ୍ତରପ୍ରଦେଶର ବାସିନ୍ଦା । ସେ ୭…

ଭିଜିଲାନ୍ସ ଜାଲରେ ରେଞ୍ଜର , କେନ୍ଦ୍ରାପଡ଼ା ବନାଞ୍ଚଳର ବନପାଳ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ରେଞ୍ଜର । କେନ୍ଦ୍ରାପଡ଼ା ବନାଞ୍ଚଳର ବନପାଳ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ଦସ୍ତାବିଜ ଓ ଅନ୍ୟାନ୍ୟ ପ୍ରମାଣପତ୍ରର ଯାଞ୍ଚ କରାଯାଉଛି…

କମିଲା ବର୍ଷା, ବଢ଼ିଲା ବନ୍ୟା ଆଶଙ୍କା , ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍

କମିଲା ବର୍ଷା, ବଢ଼ିଲା ବନ୍ୟା ଆଶଙ୍କା । ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ । ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଲେ ଉପରମୁଣ୍ଡରୁ ପାଣି ଆସିଲେ ମହାନଦୀ ଓ ଶାଖା ନଦୀରେ ପାଣି ସାମାନ୍ୟ ବଢ଼ିପାରେ । ଜଳସ୍ତର ଲଗାତାର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି  ।…

ରାଜଧାନୀରେ ହାଇ ସିକ୍ୟୁରିଟି ଏରିଆରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ,ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ଥିବା…

ରାଜଧାନୀରେ ହାଇ ସିକ୍ୟୁରିଟି ଏରିଆରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ । ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ଥିବା ବ୍ୟାରିକେଡରେ କାରକୁ ପିଟିଦେଲା । ଧକ୍କା ଏତେ ଜୋରଦାର ଥିଲା ଯେ ବ୍ୟାରିକେଡଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ବିଧାନସଭା ଭଳି ଏକ ଅତି ସମ୍ବେଦନଶୀଳ ସ୍ଥାନରେ ଏଭଳି…

ଆଜିର ରାଶିଫଳ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ଆପଣ କାମରେ ଅସୁବିଧାର ସମ୍ମୁଖୀନ ହେବେ, କିନ୍ତୁ ଆପଣଙ୍କ ପ୍ରୟାସ ଏବଂ କଠିନ ପରିଶ୍ରମ ସଫଳତା ଆଣିବ । ବ୍ୟବସାୟରେ ଆର୍ଥିକ ଲାଭ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଅଧିକ ହେବ । ହଠାତ୍ ସମସ୍ୟା ଚିନ୍ତାର କାରଣ ହୋଇପାରେ । ପାରିବାରିକ ବାତାବରଣ ଭଲ ରହିବ ।…