Browsing Tag

#odisha

ଉତ୍ତମ ଶିକ୍ଷା ଏବଂ ଚାକିରି ପାଇଁ ବିଶ୍ୱର ୧ ନମ୍ବର ସ୍ଥାନ ଅଧିକାର କରିଛି ସ୍ବିଜରଲ୍ୟାଣ୍ଡ୍

ହେନଲେ ଅପର୍ଚୁନିଟି ଇଣ୍ଡେକ୍ସ-୨୦୨୬ (Henley Opportunity Index-2026)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଉତ୍ତମ ଶିକ୍ଷା ଏବଂ ଚାକିରି ପାଇଁ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଭଲ ପାଠପଢ଼ା ଏବଂ ଚାକିରି ପାଇଁ…

ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ

ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ନାନ୍ଦେଡ,ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଏହି ଝଟକା ଅନୁଭୂତ ହୋଇଛି। ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସିମୃତାହତ…

ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି,୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ହେବ…

ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି । ଆସନ୍ତା ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମାର୍ଚ୍ଚ ୨୦୨୭ ସୁଦ୍ଧା ୨୨୦୦ ସ୍କୁଲ ନିର୍ମାଣ କରିବାକୁ ସରକାରଙ୍କ…

ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନୂତନ ସରକାର ଆସିବା ପରେ ପ୍ରଥମ ଦିନରୁ ହିଁ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ…

ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ , ସ୍ବତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଛନ୍ତି

ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ବତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଏହା ତାଙ୍କର ଦ୍ବିତୀୟ ଓଡ଼ିଶା…

ଖୋଲିଲା ହୀରାକୁଦ୍ ଗେଟ୍ , ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି

ଖୋଲିଲା ହୀରାକୁଦ୍ ଗେଟ୍ । ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ । ବାମ ପାର୍ଶ୍ବରେ ୩ଟ ଓ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୪.୬୫…

ଆଜିର ରାଶିଫଳ

ମେଷ: ଏକ ସୁନ୍ଦର ସ୍ଥାନକୁ ଯାତ୍ରା ସମ୍ଭବ । ଆପଣ ପୁରୁଣା ବନ୍ଧୁମାନଙ୍କୁ ଭେଟିବେ, ଯାହା ଲାଭଦାୟକ ହେବ । ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ବୃଷ: ଦିନସାରା ମଜାଦାର ଏବଂ ଉପଭୋଗ୍ୟ କାର୍ଯ୍ୟକଳାପ ଜାରି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ କରାଯାଇଛି। ମଙ୍ଗଳବାର ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ…

ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଲେ ଟ୍ରମ୍ପ, ‘ଆମେ ଆଜି ରାତିରେ ସେମାନଙ୍କ ଉପରେ ବଡ଼ ଆକ୍ରମଣ କରିବୁ

ଇରାନ ସହିତ ଶାନ୍ତି ଚୁକ୍ତି ଭାଙ୍ଗି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ସହ ସାରା ବିଶ୍ୱକୁ ଚିନ୍ତାରେ ପକାଇଛନ୍ତି । ଆଉ ଚୁକ୍ତି ଭାଙ୍ଗିବାର କିଛି ଘଣ୍ଟା ପରେ ହିଁ ଇରାନକୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ ତେହେରାନ ଉପରେ ବଡ଼ ଆକ୍ରମଣ କରିବାର ଧମକ ଦେଇଛନ୍ତି । ସେ କହିଛନ୍ତି, 'ଆମେ ଆଜି…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ସୁନା ଓ ରୁପା ମୂଲ୍ୟରେ ଭୀଷଣ ହ୍ରାସ,୧୦ ହଜାର ଟଙ୍କା ଶସ୍ତା…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ସୁନା ଓ ରୁପା ମୂଲ୍ୟରେ ଭୀଷଣ ହ୍ରାସ ଦେଖା ଦେଇଛି। ବୁଧବାର ରାତି ୯ଟାରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ପ୍ରତି ୧୦ ଗ୍ରାମ୨,୮୦୦ ଟଙ୍କା ହ୍ରାସ ହୋଇଥିବା ବେଳେ ରୁପା କେଜି ପିଛା ୧୦ ହଜାର ଟଙ୍କାରୁ ଅଧିକ ହ୍ରାସ…