Browsing Tag

#odisha

୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା । ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ବର୍ଷାର ପ୍ରଭାବ। ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ୨୯ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିପାରେ । ପଶ୍ଚିମ-କେନ୍ଦ୍ରୀୟ ଓ…

ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ ରାଖୀ

ଆଜି ପବିତ୍ର ରାଖୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଶ୍ରାବଣ ମାସର ପୂର୍ଣ୍ଣମୀ…

ଏହି ରଶିଙ୍କ ପାଇଁ ଆଜି ବ୍ୟବସାୟରେ ଭଲ ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ରହିବ

ମେଷ : ଆଜି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ଭଲ ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ହଠାତ୍ ଧନଲାଭର ସୁଯୋଗ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି କିମ୍ବା ଇଚ୍ଛାନୁସାରେ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ପରିବାରରେ ସୁଖଶାନ୍ତି…

ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ,ଦୁଇ ଛାତ୍ର ଆହତ

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର । ହଷ୍ଟେଲକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି । ବିବାଦ ଏତେ ବଢ଼ିଥିଲା ଯେ ଦୁଇ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ, ହଷ୍ଟେଲରେ ରହିବାକୁ ନେଇ ଛାତ୍ର…

ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ,ଘରୋଇ ହସ୍ପିଟାଲକୁ ଶୋ’ କଜ୍ ନୋଟିସ୍…

ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ବିରୋଧରେ ଓଡ଼ିଶା ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି। ଆୟୁଷ୍ମାନ ଭାରତ PM-JAY ଏବଂ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାଞ୍ଚ ସମୟରେ ତ୍ରୁଟି ଚିହ୍ନଟ ହେବା ପରେ ଭୁବନେଶ୍ୱରସ୍ଥିତ…

ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ,ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ

ବିଜେପି ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ମାସିକିଆ ଗ୍ରାଉଣ୍ଡ ଜିରୋ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ। ମୋଦୀଙ୍କ ଜନ୍ମ ଦିନରେ ମାସେ ବ୍ୟା ଚାଲିବ ସେବା ସଂକଳ୍ପ ଅଭିଯାନ। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ଯାଏଁ ଚାଲିବ ଏହି ଅଭିଯାନ ।…

ବଜେଟ୍ ପ୍ରାଇସ୍‌ରେ ଡୁଆଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ୍ ଲଞ୍ଚ କଲା Honor ,ଫୋନର ଫ୍ରଣ୍ଟରେ ୱାଟରଡ୍ରପ୍ ନଚ୍…

Honor ବଜେଟ୍ ପ୍ରାଇସ୍‌ରେ ଡୁଆଲ୍ ଡିସପ୍ଲେ ଥିବା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନର ବ୍ୟାକରେ ସେଲ୍ଫି ମିରର୍ ଡିସପ୍ଲେ ଦିଆଯାଇଛି । Honor ଏହି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ପ୍ରସ୍ତୁତ କରିଛି । ଏଥିରେ 6000mAh ବ୍ୟାଟେରୀ ରହିଛି । କମ୍ପାନୀ ନିକଟରେ ରୋବୋଟ୍ ଫୋନ୍‌ ମଧ୍ୟ ଲଞ୍ଚ…

ଆମେରିକା ସେନାର ବିଭିନ୍ନ ସ୍ତରରେ ଦେଖା ଦେଇଛି ନେତୃତ୍ୱ ସଂକଟ

ଆମେରିକା ସେନାର ବିଭିନ୍ନ ସ୍ତରରେ ନେତୃତ୍ୱ ସଂକଟ ଦେଖା ଦେଇଛି। ଏହା ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ସେନା ପଶ୍ଚିମ ଏସିୟାରେ ଜାରି ଯୁଦ୍ଧରେ ସକ୍ରିୟ ରୂପେ ସାମିଲ ରହିଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏହି ଗୁରୁତର ସଂକଟ ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ଙ୍କ…

ଦେଶରେ ଶିଶୁ ଜନ୍ମହାର ହ୍ରାସ ,ଭାରତର ଜନସାଂଖ୍ୟିକ ଚିତ୍ରରେ ହେବ ବଡ଼ ପରିବର୍ତ୍ତନ

ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଯୁବ ଜନସଂଖ୍ୟା ଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି। ତେବେ ଦେଶରେ ଶିଶୁ ଜନ୍ମହାର ଦ୍ରୁତ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଭାରତର ଜନସାଂଖ୍ୟିକ ଚିତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ୍…

ଆଇସିସି ଟେଷ୍ଟ ବୋଲର ମାନ୍ୟତା: ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି…

ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ରାଜୁତି ଶେଷ ହୋଇଛି। ବୁଧବାର ତାଙ୍କୁ ହଟାଇ ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି। ବୁମରା ଦୀର୍ଘ ୬୯୭ ଦିନ ଧରି…