Browsing Tag

#odisha

ଚଳଚଞ୍ଚଳ ରଥଖଳା,ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ଚଳଚଞ୍ଚଳ ରଥଖଳା। ଜୋର୍ସୋର ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ କାମ। ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ ହୋଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ…

୩୪ବର୍ଷରେ ପାଦ ଦେଲେ ସାଉଥ୍ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ

ସାଇ ପଲ୍ଲବୀ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । MBBS ସ୍ନାତକ ସାଇ ତାଙ୍କର ମେକଅପ୍-ମୁକ୍ତ ଏବଂ ପ୍ରାକୃତିକ ଲୁକ୍ ସହିତ ଶିଳ୍ପରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସାଉଥ୍ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ବର୍ତ୍ତମାନ ସଫଳତାର ଶୀର୍ଷରେ ଅଛନ୍ତି, ଯେଉଁଠାରେ ପ୍ରତ୍ୟେକ ପ୍ରମୁଖ…

ଆଇପିଏଲ-୧୯,ଚେନ୍ନଇକୁ ପଛରେ ପକାଇଛି ବେଙ୍ଗାଲୁରୁ

ଆଇପିଏଲ-୧୯ର ଗୁରୁବାର ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୯ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଡକ୍‌ ୱଥ୍‌ ଲୁଇସ୍‌ ନିୟମ ଆଧାରରେ ପରାସ୍ତ କରିଥିଲା। ଡକ୍‌ ୱଥ୍‌ ଲୁଇସ୍‌ ନିୟମ ଆଧାରରେ ବିଜୟ ପାଇଁ ବେଙ୍ଗାଲୁରୁ ସମ୍ମୁଖରେ ୨୧୩ରନ ଲକ୍ଷ୍ୟ…

ହର୍ମୁଜ ପ୍ରଣାଳୀରେ ଟୋଲ ଅସୁଲ ନିମନ୍ତେ ଏକ ପ୍ରାଧିକରଣ ଗଠନ କରିଛି ଇରାନ, ଚୀନ୍ ମୁଦ୍ରାରେ ନେବ ଟୋଲ ଟ୍ୟାକ୍ସ

ଏକ ସିପିଂଜର୍ଣ୍ଣାଲ ଅନୁସାରେ ହର୍ମୁଜ ପ୍ରଣାଳୀରେ ଜାହାଜଙ୍କୁ ଯାତାୟାତ ଅନୁମତି ଦେବା ପାଇଁ ଓ ସେମାନଙ୍କ ଠାରୁ ଟୋଲ ଅସୁଲ ନିମନ୍ତେ ଇରାନ ଏକ ପ୍ରାଧିକରଣ ଗଠନ କରିଛି। ସିପିଂ ଓ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କିତ ଖବର ଓ ସୂଚନା ପ୍ରଦାନ କରୁଥିବା ଉଦ୍ୟୋଗ ପତ୍ରିକା ‘ଲୟଡସ ଲିଷ୍ଟ’ କହିଛି ଯେ…

ଚୁପଚାପ ଏକ୍ସ ବାୟୋ ବଦଳାଇଲେ ମମତା

ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର (ଟିଏମସି)ର ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀ ତାଙ୍କର ହାର ସ୍ୱୀକାର କରି ନାହାନ୍ତି, ଏପରିକି ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ମଧ୍ୟ ଦେଇ ନାହାନ୍ତି। ଶନିବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏକ୍ସ ରେ ତାଙ୍କ ପ୍ରୋଫାଇଲରେ ତାଙ୍କୁ ‘ମାନନୀୟ…

ବାଲିଅନ୍ତା ଭିଡ଼ ହତ୍ୟା , ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି

କଣାସ ଓ ହିଞ୍ଜିଳି ପରେ ବାଲିଅନ୍ତା ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ସବୁ ଆଡୁ ସମାଲୋଚିତ ହେବା ପରେ ଏବେ ଆକ୍ଟିଭ ମୋଡ୍ରେ ପୋଲିସ । ଶୁକ୍ରବାର ୫ ଗିରଫ । ଶନିବାର ୬ ଗିରଫ । ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ଆଉ ୬ ଗିରଫ ।…

୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି

ଆସନ୍ତା ତିନି ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।…

ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍,ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ

ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍ । ସେ କହିଛନ୍ତି, ପୋଲିସ ଚାହିଁଥିଲେ ବଞ୍ଚି ଯାଇଥାନ୍ତେ ସୋମ୍ୟରଞ୍ଜନ। ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ । ସାଧା ବେଶରେ ପୋଲିସ ଆସିଥିଲେ ତଥାପି ଲୋକେ ତାଙ୍କୁ ଶୁଣି ନଥିଲେ । ୟୁନିଫର୍ମରେ ଥିବା ଚାରି ଜଣ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଥିଲେ। ଉପସ୍ଥିତ ଅଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଓ…

CDS ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି

ନୂଆ CDS ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି CDS ଭାବେ ନିଯୁକ୍ତ ହୋଇଛନ୍ତି । ନୂଆ ଚିଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ କଲେ ଭାରତ ସରକାର । ସାମରିକ ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ବର୍ତ୍ତମାନ CDS ଅଛନ୍ତି ଜେନେରାଲ ଅନୀଲ ଚୌହ୍ବାନ । ମେ’୩୦ରେ…