Browsing Tag

#odisha

କେଶ ଝଡ଼ିବା ସମସ୍ୟା ଭୋଗୁଛନ୍ତି  ତେବେ ଏକ DIY ହେୟାର ସିରମ୍ ଏକ ସହଜ ଏବଂ ପ୍ରଭାବଶାଳୀ ସମାଧାନ

ହାର୍ଡ ୱାଟର, ପ୍ରଦୂଷଣ, ମାନସିକ ଚାପ, ଖାଦ୍ୟ ଖାଇବାରେ ଅନିୟମିତତା ଏବଂ ଯତ୍ନର ଅଭାବ ଯୋଗୁଁ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ବେଳେ ବେଳେ ତ ଏତେ ମାତ୍ରାରେ କେଶ ଝଡ଼େ ଘର ଚଟାଣରେ ଯେଉଁଆଡ଼େ ଦେଖିଲେ ଚୁଟି ପଡ଼ିଥିବାର ଦେଖାଯାଏ । ଏଭଳି ହେଲେ ଆତ୍ମବିଶ୍ବାସ କମିବା ପରି ଅନୁଭବ ହୁଏ । ମନରେ…

ଉତ୍ତର ନ ଦେଲେ ବନ୍ଦ ହୋଇପାରେ ଟାଟା ଇଲେକ୍ଟ୍ରୋନିକ୍ସ ର ଆପଲ୍ ଆଇଫୋନ୍ ପାର୍ଟସ୍ ତିଆରି କରୁଥିବା କାରଖାନା

ତାମିଲନାଡୁର ହୋସୁରସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ର ଆପଲ୍ ଆଇଫୋନ୍ ପାର୍ଟସ୍ ତିଆରି କରୁଥିବା କାରଖାନା ଏବେ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। କାରଖାନାରୁ ନିର୍ଗତ ହେଉଥିବା ଦୂଷିତ ଜଳ ଯୋଗୁଁ ନିକଟସ୍ଥ ଚାଷଜମି ଏବଂ ଭୂତଳ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ…

ମୁଁ ଘୃଣାର ଯୋଗ୍ୟ, କିନ୍ତୁ ଏବେ ମୁଁ ପ୍ରମାଣ କରିବି ଯେ ମୁଁ ଜଣେ ଭଲ ବ୍ୟକ୍ତି – ଷ୍ଟାଣ୍ଡ-ଅପ୍ କମେଡିଆନ୍…

ଷ୍ଟାଣ୍ଡ-ଅପ୍ କମେଡିଆନ୍ ପ୍ରଣିତ ମୋରେ ୩୭୦ ଟଙ୍କା ବିରିୟାନି ବିବାଦକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି। ଲୋକମାନେ ତାଙ୍କ ବିରୋଧରେ ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କରୁଛନ୍ତି। ଏନେଇ ମହାରାଷ୍ଟ୍ର ସାଇବର ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବ,ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବାକୁ ଯାଉଛି । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଶନିବାର ଦିନ ଆନୁଷ୍ଠାନିକ ଭାବରେ ସୂଚନା ଦିଆଯାଇଛି । ଆଗାମୀ ସପ୍ତାହରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା G7 ଶିଖର…

ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ,୫ ମୃତ

ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ଭାରତୀୟ ଏୟାର ଫୋର୍ସ । ଆଜି ଅବତରଣ…

ସିବିଟି ମୋଡରେ ହେବ ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା

ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା ଏବେ ସିବିଟି ମୋଡରେ ହେବ । ନିଟ୍ ରେ ବ୍ୟାପକ ତ୍ରୁଟି ପରେ ଏବେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସଠିକତା ଉପରେ ଜୋର ଦେଇଛି ରେଲୱେ । ଏଣିକି ସମସ୍ତ ବିଭାଗୀୟ ପରୀକ୍ଷା ବର୍ତ୍ତମାନ CBT ବା…

ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ

ଜେଲ୍ ଗଲେ ଚାମେଲି । ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଚାମେଲିଙ୍କ ନାଁରେ ମହାକାଳପଡା ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ କରୁଛି ପୋଲିସ । ତାଙ୍କୁ ଉଠାଇ ଆଣିଲା…

ଆଜି ସଜବାଜ, କାଲି ପହିଲି ରଜ

ଆଜି ସଜବାଜ, କାଲି ପହିଲି ରଜ । ପୁରପଲ୍ଲୀ ହେଲାଣି ଉତ୍ସବମୁଖର । ଘରେ ଘରେ ପିଠାପଣା ପାଇଁ ପ୍ରସ୍ତୁତି ସହ ଦୋଳି କାମ ଶେଷ ପର୍ଯ୍ଯାୟରେ । ରଜ ୩ ଦିନ ଧରି ଜମିବ ନୃତ୍ୟଗୀତ ଓ ଭୋଜିଭାତର ଆସର । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଅଳତି ଓ ବେଲସୁନ୍ଦରୀ ଗାଁର ବୋହୂମାନେ ଢିଙ୍କିଶାଳରେ ଭିଡ…

ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣି ଥରେ ବର ହେବାକୁ ଯାଉଛନ୍ତି,୫ ଜୁଲାଇରେ ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବେ ଅମିର

ବଲିଉଡର ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣି ଥରେ ବର ହେବାକୁ ଯାଉଛନ୍ତି। ଆମିର ଖାନ ଏବଂ ଗୌରୀ ସ୍ପ୍ରେଟ ବହୁତ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଏବେ ଏହି ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିବାହ ତାରିଖ ମଧ୍ୟ ପ୍ରକାଶ…

jio ୟୁଜର୍ସଙ୍କ ପାଇଁ ଆଣିଛି ୮୪ ଦିନିଆ ଶସ୍ତା ପ୍ଲାନ୍

jio ୟୁଜର୍ସଙ୍କ ପାଇଁ ଆସିଲା ଖାସ୍ ଖବର । ଜିଓ ୟୁଜର୍ସଙ୍କ ପାଇଁ କମ୍ପାନୀର ୮୪ ଦିନର ଭାଲିଡିଟି ସହିତ ଅନେକ ରିଚାର୍ଜ ପ୍ଲାନ୍ ଅଛି । ଏହି ପ୍ଲାନଗୁଡ଼ିକ ଅନଲିମିଟେଡ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ, ଦୈନିକ ଡାଟା ଏବଂ OTT ଆପ୍ସ ପାଇଁ ସୁବିଧା ପ୍ରଦାନ କରେ । ଲକ୍ଷ ଲକ୍ଷ ରିଲାଏନ୍ସ ଜିଓ…