Browsing Tag

#metro tv

ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ

ସୋମବାରଠାରୁ ସଂସଦର ମୈାସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା । ଶାସକଦଳ

ରାଜ୍ୟରେ ମଦ ନେଇଛି ୫୦ଜୀବନ

ମନ୍ତ୍ରୀ ଅଶ୍ବିନୀ ପାତ୍ର। ରାଜ୍ୟରେ ମଦ ପିଇବା ଦ୍ୱାରା କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୨୦୧୦ରୁ ୨୦୨୨ ମଧ୍ୟରେ ମଦ ପିଇବା ଦ୍ଵାରା ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂଖ୍ୟା ୫୦। ଏହାସହ ଭଦ୍ରକ ମଦ ମୃତ୍ୟୁ

କୃଷକ ପରିବାରୁ ଉପରାଷ୍ଟ୍ରପତି ଭବନ

ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗଦୀପ । ରାଜସ୍ଥାନର ଏକ ଛୋଟିଆ ଗାଁ ରେ ଜନ୍ମହାେଇଥିବା ଜଗଦୀପ ନିଜର ଦୃଢ଼ ଅଧ୍ୟବଶାୟ ବଳରେ ଆସି ସେ ଏତେବାଟ ରେ ପହଁଚିଛନ୍ତି । ଅଗଷ୍ଟ 6ରେ ସେ ନିଶ୍ଚିତ ରାଷ୍ଟ୍ରପତି ହେବେ । କାରଣ ସେ ଏନଡିଏର ପ୍ରାର୍ଥୀ । ରାଜନୀତିରେ ଦୀର୍ଘ ଦିନର

ଜଗଦୀପ ଧନଖଡ଼ ହେଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ଆସନ୍ତା ୬ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଭାବରେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ,

ଆଦିବାସୀ ଭୋଟ ଭୟ ପାଇଁ ଦ୍ରୈାପଦୀଙ୍କୁ ସମର୍ଥନ

ଆଉ ଦିନକ ପରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏନଡିଏ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ସେତିକି ବଢ଼ି ବଢ଼ି ଯାଉଛି । ପ୍ରଥମେ ବିଜେଡି ସମର୍ଥନ ଘୋଷଣା କରିବା ପରେ ଓ୍ବାଇଏସଆର କଂଗ୍ରେସ ମଧ୍ୟ ଦ୍ରୈାପଦୀଙ୍କୁ

ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା, ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର

ଲଗାଣବର୍ଷା ଯୋଗୁ ବର୍ଷାପାଇଁ କଟକ ଭୁବନେଶ୍ୱରକୁ ଆଲର୍ଟ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ କଟକ ଓ

ରାସ୍ତାକଡରେ ଜୀବନ କାଟୁଛନ୍ତି ୩୯୩ ଜଣ ଶିଶୁ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ରାସ୍ତାକଡର ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ କିଭଳି ଭଲ ପଢିବେ, ଭିକ୍ଷାବୃତ୍ତି ଓ ନିଶା ଠାରୁ

ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ

ମହାନଦୀ ଜଳବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ । ଭର୍ଚୁଆଲରେ ମାଧ୍ୟମରେ ଶୁଣାଣି କରାଯାଇଛି । ଟ୍ରିବ୍ୟୁନାଲ ଓଡ଼ିଶା ଏବଂ ଛତିଶଗଡ଼ ଦାଖଲ କରିଥିବା ସାକ୍ଷୀମାନଙ୍କ ସତ୍ୟପାଠକୁ ଲିପିବଦ୍ଧ କରିଛନ୍ତି। ପକ୍ଷମାନେ ରଖିଥିବା ତଥ୍ୟର ବିବରଣୀ ଲିଖିତ ରହିଛି । ଏହା ସହିିତ

ଯଶୱନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବ ରାଜ୍ୟ କଂଗ୍ରେସ

ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ। ତାଙ୍କ ଖାତାକୁ ଯିବ ରାଜ୍ୟ କଂଗ୍ରେସର ସମସ୍ତ ଭୋଟ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରାୈପଦୀ ମୁର୍ମୁ ଓଡ଼ିଶାର ହୋଇଥିଲେ ମଧ୍ୟ ଦଳ ପକ୍ଷରୁ

ବିରୋଧୀ ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ‘ଆପ୍’ର ସମର୍ଥନ

ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି, ‘ଆପ୍’ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ।ରାଷ୍ଟ୍ରପତି ନିର୍ବାଚନ ନେଇ ଏବେ ଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ଏହି କ୍ରମରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି