Browsing Tag

#metro tv

ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସ୍ଥାନ ପାଇବ ନାହିଁ

ଭୁବନେଶ୍ବର : ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏଥର ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଖାଯିବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବାର ସଂଭାବନା ଥିବା ବେଳେ ବିଚାରକ ମଣ୍ଡଳୀ ସଂଗୀତ ପାଇଁ ଏହାକୁ ଗ୍ରହଣ କରିନଥିବା ଜଣାପଡିଛି । ତେଣୁ ଏଥର ବି ଦିଲ୍ଲୀରେ ଓଡ଼ିଶାର

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଆରମ୍ଭ

ଢାକା: ଭାରତ ଓ ବାଂଲାଦେଶ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ୍‌। ପ୍ରଥମ ଟେଷ୍ଟ୍‌କୁ ୧୮୮ ରନ୍‌ରେ ଜିତିବା ପରେ ଭାରତର ପଲା ଭାରି ରହିଛି । ପ୍ରଥମ ଟେଷ୍ଟ୍‌ ଭଳି ଦ୍ବିତୀୟ ଟେଷ୍ଟ୍‌ରେ ଭାରତର ବ୍ୟାଟସମ୍ୟାନଙ୍କର ପଲା ବି ଭାରି ରହିବ । ପ୍ରଥମ ଟେଷ୍ଟରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍‌,

କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ମୋକିମଙ୍କୁ କାରଣଦର୍ଶାଅ ନୋଟିସ୍‌

ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ କଂଗ୍ରେସ ୨ଜଣ ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଏହାକୁ ଦୁଇ ବିଧାୟକ ଗ୍ରହଣ କରିଛନ୍ତି । କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯିବ ବୋଲି ସୁର ରାଉତରାୟ କହିଛନ୍ତି ।

ହୋଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଶେଷରେ ହୋଡିଂ ଉପରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଚାରିଘଣ୍ଟା ଧରି ସେ  ଭୁବନେଶ୍ୱରର ଶିଶୁଭବନ ଛକରେ ରାଉରକେଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାକୁ ଦାବି କରି ପ୍ରତିବାଦ କରୁଥିଲେ । ରାଉରକେଲାର

୫୯ ବର୍ଷରେ ଗୋବିନ୍ଦା, କାମନାହିଁ ତଥାପି ରୋଜଗାର କୋଟି କୋଟି

ବଲିଉଡ୍ ର ହିରୋ ନମ୍ବର ଓ୍ବାନ ଗୋବିନ୍ଦା ଆଜି ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। କୋଟି କୋଟି ତାଙ୍କର ପ୍ରଶଂସକ ଗୋବିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଆଲୋଚନା ଚାଲିଛି । ୮୦ ଏବଂ ୯୦ ଦଶକରେ ଗୋବିନ୍ଦାଙ୍କ ଷ୍ଟାର୍ଡମ୍ ଖୁବ ଉଚ୍ଚରେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଦାବିରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କଲେ ମୁକ୍ତିକାନ୍ତ ବିଶ୍ୱାଳ

ରାଉରକେଲାର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନହେବାରୁ ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଶିଶୁଭବନରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଉଛନ୍ତି । ସୁରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳ ହୋଡିଂ ଉପରେ ଚଢ଼ି କହୁଛନ୍ତି

ମମିତା ମେହର ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ଆତ୍ମହତ୍ୟା

ବଲାଙ୍ଗିର: ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ କଏଦି ଭାବେ ଥିବାବେଳେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି କୋର୍ଟରେ ହାଜର ହେବାକୁ ଥିବାବେଳେ ସେ କିଭଳି ଆତ୍ମହତ୍ୟା କଲେ ତାକୁ ନେଇ ଚର୍ଚା ଜୋର ଧରିଛି । ଏହି ମାମଲାରେ ଅନେକ

ଆଦିବାସୀ ଭାଷା ଶିକ୍ଷକମାନଙ୍କ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା : ଆଦିବାସୀ ଭାଷା ଶିକ୍ଷକମାନେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛନ୍ତି । ସେମାନଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଶିକ୍ଷକମାନେ। ମୟୂରଭଞ୍ଜ ଜିଲ୍ଲାରେ

୩ ଲସ୍କର ଆତଙ୍କବାଦୀ ଏନକାଉଣ୍ଟରରେ ମୃତ

ଶ୍ରୀନଗର: ଭାରତୀୟ ସେନାର ଏନ୍‌କାଉଣ୍ଟରରେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସର୍ଚ ଅପରେସନ ପରେ ରାତିରୁ ଛକି ରହିଥିଲେ ସୁରକ୍ଷାକର୍ମୀ । ଆଜି ଭୋରୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ମଶା ପାଇଁ କୋଲକାତା ମଡେଲକୁ ଆପଣାଇବ ବିଏମସି

ଭୁବନେଶ୍ବର: ରାଜଧାନୀରେ ମଶାଙ୍କ ଉତ୍ପାତ ବଢ଼ି ବଢ଼ିଚାଲିଛି । ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ମଶା । ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି ରାଜଧାନୀ ଭୁବନେଶ୍ବରରେ । ଦିନ ହେଉ ଅବା ରାତି ରାଜଧାନୀବାସୀ ମଶାଙ୍କ କାମୁଡା ଖାଇ ହନ୍ତସନ୍ତ ହେଉଛନ୍ତି । ମଶାଙ୍କ