Browsing Tag

#metro tv

ବିଶ୍ବକପ୍ ଫାଇନାଲରେ ଫ୍ରାନ୍ସକୁ ହରାଇ ଇତିହାସ ରଚିଲା ଆର୍ଜେଣ୍ଟିନା

ଦୋହା: ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ଏବଂ ଇଂଜରି ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା 3-3ରେ ବରାବର ଥିଲା।

ଆଜି ବିଶ୍ବକପ ଫାଇନାଲ: ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲା

ଦୋହା : ଆଜି ବିଶ୍ବ ଫୁଟ୍‌ବଲ୍‌ ଫାଇନାଲ ପାଇଁ ସାରା ବିଶ୍ବରେ ଫୁଟବଲ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ।  ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ୍‌ ଖେଳାଯିବାକୁ ନେଇ ସମସ୍ତେ କରିଛନ୍ତି ଅପେକ୍ଷା । ମେସିଙ୍କ ପାଇଁ ସୋସିଆଲ ମିଡିଆରେ ଦେଖାଦେଇଛି କ୍ରେଜ । ଅଧିକାଂଶ

କାଂସ୍ୟ ଜିତିଲା କ୍ରୋଏସିଆ

ଦୋହା: ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ମରକ୍କୋକୁ ହରାଇଲା କ୍ରୋଏସିଆ । ଗତଥରର ଉପବିଜେତା ଏଥର କାଂସ୍ୟ ଜିତିଲା କ୍ରୋଏସିଆ । କ୍ରୋଏସିଆ ଫିଫା ବିଶ୍ବକପ୍‌ କାତାର ସଂସ୍କରଣର ତୃତୀୟ ପାଇଁ ଖେଳାଯାଇଥିବା ମ୍ୟାଚରେ ନିଜର ଦବଦବା ରଖିଥିଲା । ଖଲିଫା

ମଶା ଉତ୍ପାତ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ମଶାଙ୍କ ଉତ୍ପାତ ଏବେ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇଛି । ମଶାଙ୍କ ପାଇଁ ଲୋକଙ୍କ ନିଦ ହଜିଯାଇଛି । ମଶାଙ୍କ ଉପଦ୍ରବ ରାଜଧାନୀବାସୀଙ୍କ ଶାନ୍ତି ହଜେଇ ଦେଇଛି। ବିଏମସି କର୍ତୃପକ୍ଷଙ୍କ ଅପାରଗତା ହିଁ ଏଥିପାଇଁ ଦାୟୀ ବୋଲି ଜନସାଧାରଣ ରାଜନେତା ଅଭିଯୋଗ କରୁଛନ୍ତି । ଏହି

ଦୀପିକାଙ୍କ ବିକିନି ପାଇଁ ପଠାନ ବୟକଟ ଟ୍ରେଣ୍ଡ

ମୁମ୍ବାଇ: ଦୀପିକାଙ୍କ ବିକିନି କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ଉଠିଛି । ଏହି ଦୃଶ୍ୟକୁ ନେଇ  ବହୁ ପ୍ରତୀକ୍ଷିତ ‘ପଠାନ’ ଚଳଚ୍ଚିତ୍ର ଏବେ ବୟକଟ ଟ୍ରେଣ୍ଟ ଚାଲିଛି । ଏହାର ‘ବେସର୍ମ ରଙ୍ଗ’ ଗୀତ କୁ ନେଇ ଅଭିଯୋଗ ହୋଇଛି । ଏଥିରେ ହିନ୍ଦୁ ଧର୍ମର ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ

ଇଡି ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ କରୁଛି ଜେରା , କିଛି ରହସ୍ୟ ବାହାରିବ କି?

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ କେଉଁଠି ଅପରାଧର ଚେର ରହିଛି ତାହାର ରହସ୍ୟ ଖୋଳତାଡ଼ କରୁଛି ଇଡି । ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ଆରମ୍ଭ କରିଛି ଇଡି । କିଛି ଦିନ ଲୁଚକାଳି ଖେଳିବା ପରେ ପୁଣି ଇଡି ଅଫିସରେ ପହଁଚିଛନ୍ତି ଶ୍ରଦ୍ଧାଞ୍ଜଳି । ତେବେ ଏହି ଜେରାରୁ ଇଡି କେଉଁ ବଡ଼ ମାଛର

ଆଜି ଆସୁଛନ୍ତି ବିଜେପି ନେତା ସୁନିଲ ବଂଶଲ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ତାହା ଉପରେ ଆଲୋଚନା ହେବ । ଏଥିପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ରାଜ୍ୟ ବିଜେପି ନେତାଙ୍କୁ ଜିତିବାର ମନ୍ତ୍ର ଫୁଙ୍କିବେ ବଂଶଲ । ପଦ୍ମପୁରରେ ହାରିବା

ହକି ବିଶ୍ୱ କପ୍‌ ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ନୂଆଦିଲ୍ଲୀରେ ପହଞ୍ଚିଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ

ମଦ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି: ନୀତିଶ

ପାଟନା: ବିହାରରରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ମଦ ମୃତ୍ୟୁକୁ ନେଇ ବିରୋଧୀମାନେ ନୀତିଶ କୁମାରଙ୍କୁ ଦୋଷା ଦେଉଥିବା ବେଳେ ନୀତିଶ କହିଛନ୍ତି ଏଥିପାଇଁ ସରକାର ଦାୟୀ ନୁହଁନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ

ଗୁଜରାଟରେ ଆପ୍‌ ପାଇଁ କଂଗ୍ରେସ କମ ଆସନ ପାଇଲା: ରାହୁଲ ଗାନ୍ଧି

ଜୟପୁର: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆପକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଗୁଜରାଟରେ କଂଗ୍ରେସ ଭୋଟକୁ ଆପ କାଟିଲା । ଯାହା ଫଳରେ କଂଗ୍ରେସର ଭୋଟ କମିଲା । ଆସନ ବି କମିଲା । କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ​​ଆମ୍ ଆଦମୀ ପାର୍ଟି ଏକ ବଡ