ବରଫ ପାଲଟିଲା ଡାଲ୍ ହ୍ରଦ
ଶ୍ରୀନଗର: ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏପରିକି କାଶ୍ମୀରରେ ମାଇନସ ଶୂନ ଡିଗ୍ରୀ ତଳେ ତାପମାତ୍ରା ରହୁଥିବାରୁ ଡାଲ ହ୍ରଦ ବରଫ ପାଲଟି ଯାଇଛି । ପାଣି ବରଫ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମଗ୍ର ଉତ୍ତର ଭାରତ ସହ ଜମ୍ମୁ-କାଶ୍ମୀରରେ…