କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି…
କଟକରେ ନାବାଳିକା ଅପହରଣ ମାମଲାକୁ ନେଇ ପୋଲିସର ତନାଘନା ଜାରି ରହିଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ୭ ବର୍ଷର ନାବାଳିକାଙ୍କୁ ଦୁଇ ଦିନ ହେଲା ଖୋଜୁଛି କମିଶନରେଟ୍ ପୋଲିସ । ଦୁଇ ଦିନ ଖୋଜିବା ପରେ ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ।…