Browsing Tag

#metro tv

ଆଫଗାନିସ୍ତାନର ନିରୁସ୍ତାନରେ ବନ୍ୟା ପରିସ୍ଥିତି,୨୦ ମୃତ ୧୦୦ ରୁ ଅଧିକ ନିଖୋଜ

ଆଫଗାନିସ୍ତାନର ନିରୁସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ସ୍ଥିତିକୁ ଆହୁରି ଖରାପ କରିଦେଇଛି । ଫଳରେ ଏହି ବନ୍ୟା ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ନିଖୋଜ ରହିଛନ୍ତି । ଏହାରି ମଧ୍ୟରେ ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର…

ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ

ଦିଲ୍ଲୀରେ ବଡ ଅଘଟଣ । ମଙ୍ଗଳବାର ସକାଳେ ଲୋଧି କଲୋନୀର ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଥିଲା. ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଦୁର୍ଘଟଣାରେ ଜଣେ ମହିଳା ଏବଂ ତାଙ୍କ ଦୁଇ ଝିଅ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନା ପାଇବା ପରେ…

NEET ପେପର ଲିକ୍ ଘଟଣା ମହାପାପ’ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସଂସଦୀୟ ଦଳ ବୈଠକରେ 'ନୀଟ୍ (NEET)' ପରୀକ୍ଷା ପେପର ଲିକ୍ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପେପର ଲିକ୍ ଘଟଣାକୁ 'ମହାପାପ' ବୋଲି ସେ କହିଛନ୍ତି। ସେ ସରକାର ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଦୋଷୀଙ୍କୁ ଗିରଫ କରାଯାଇଛି।…

ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ

ଜନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ଜିଲ୍ଲାପାଳଙ୍କ ସହ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ ସୂଚନା ଦେଇଛନ୍ତି । ଆସନ୍ତା ୩୧ ସୁଦ୍ଧା ସର୍ଭେ ପାଇଁ ଟିମ୍ ଗଠନ କରାଯିବ । ଅକ୍ଟୋବରରୁ ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହେବ । ୧୦ ଫେବ୍ରୁଆରୀ ସୁଦ୍ଧା…

ଇବୋଲା ମହାମାରୀ ଭୟଙ୍କର ରୂପ, ୯ ଶହ ଟପିଲା ଇବୋଲା ମୃତ୍ୟୁ ସଂଖ୍ୟା

୯ ଶହ ଟପିଲା ଇବୋଲା ମୃତ୍ୟୁ ସଂଖ୍ୟା । ଆଫ୍ରିକୀୟ ଦେଶ କଙ୍ଗୋରେ ଇବୋଲା ମହାମାରୀ ଭୟଙ୍କର ରୂପ ନେଇଛି । ଦେଶର ବିଭିନ୍ନ ପ୍ରଦେଶରେ ଜାରି ରହିଥିବା ହିଂସାକାଣ୍ଡ ଯୋଗୁଁ ଚିକିତ୍ସା ଓ ପ୍ରତିରୋଧ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁ…

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି,ଆଜି ଦକ୍ଷିଣ ମୋଡ଼ ହେବେ ତିନି ରଥ

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି । ଗତକାଲି ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ । ତିନି ରଥଗୁଣ୍ଡିଚାଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ । ଏଣୁ ବଡ଼ଦାଣ୍ଡରେ…

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ,ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ବାହୁଡ଼ାରେ ଲଘୁଚାପ । ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି ନାହିଁ ତାହା…

ଏହି ରାଶିଙ୍କୁ ଆଜି ମିଳିବ କିଛି ଭଲ ଖବର

ମେଷ: ଆଜି ଦିନଟି ଏକ ସାଧାରଣ ଦିନ ହେବ । ଆପଣ ବ୍ୟବସାୟରେ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରନ୍ତି । ତଥାପି, ଆପଣ ନୂତନ ଯୋଜନା କରିପାରିବେ ଯାହା ଭବିଷ୍ୟତରେ ଭଲ ଲାଭ ପ୍ରଦାନ କରିବ । ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ଆପଣଙ୍କ ପରିବାରରୁ ଆପଣଙ୍କୁ କିଛି ଭଲ ଖବର ମିଳିବାର…

ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତର ମନ୍ତରରେ ଧାରଣା ଦେଉଥିବା ପ୍ରତିବାଦକାରୀଙ୍କ ପ୍ରସ୍ତାବିତ ସଂସଦ ପଦଯାତ୍ରା ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ଜନ୍ତର ମନ୍ତର ଚାରିପାଖରେ ବ୍ୟାରିକେଡ୍ ଲଗାଯାଇଛି। ପଦଯାତ୍ରା ସମୟରେ…

ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି। ଏଣିକି ରାଜ୍ୟରେ ଓଭରହେଡ୍ ତାର ପରିବର୍ତ୍ତେ ମାଟିତଳେ ଅର୍ଥାତ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ। ଏଥିପାଇଁ…