Browsing Tag

#metro tv

ଚୋର ଧରିବା ପାଇଁ ମଣ୍ଡପରେ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜିତ

ଭୁବନେଶ୍ୱର:ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଆଜି ପୂଜା ମଣ୍ଡପରେ ମହାମାୟୀଙ୍କର ହେବ ଚକ୍ଷୁଦାନ ପର୍ବ  । ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ପୂଜା ମଣ୍ଡପରେ ହେବ ମାଆଙ୍କ ମହାସପ୍ତମୀ ପୂଜା। ମହାଷ୍ଟମୀ ପାଇଁ ସକାଳ ସମୟରେ ନୟାପଲ୍ଲୀ,…

କଶ୍ମୀରରେ ଅପହୃତ ଯବାନଙ୍କୁ ହତ୍ୟା

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିଲେ  ଭାରତୀୟ ସେନାର ୨ ଜଣ ଯବାନ|ସୌଭାଗ୍ୟବଶତଃ ଆତଙ୍କବାଦୀଙ୍କ କବଳରୁ ଜଣେ ଯବାନ ଖସି ଆସିବାରେ ସକ୍ଷମ ହୋଇଥିଲେ| ଆଉ ଜଣେ ଜବାନଙ୍କର ଆଜି ଗୁଳିବିଦ୍ଧ ମୃତଦେହ ମିଳିଛି। ସହିଦ ଯବାନ ହିଲାଲ୍‌ ଅହମଦ ଭଟଙ୍କ ମର…

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଅଣ୍ଟା ଭାଙ୍ଗୁଛି ଇସ୍ରାଏଲ

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଏବେ ଲୁୁଚି ଲୁଚି ଆକ୍ରମଣ କରୁଛି । ଲେବାନନ ଏହି ସଂଗଠନକୁ ସମର୍ଥନ କରୁଥିବାରୁ ଇସ୍ରାଏଲ ଚେତାବନୀ ଦେଇଛି । ପ୍ରତିଶୋଧ ନେବାକୁ ଗତରାତିରେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିଛି ହେଜବୁଲ୍ଲା। ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ୍‌ରେ ଅଧିକ ସୈନ୍ୟ…

କେଉଁ ରାଶି ପାଇଁ ଆଜି ଶୁଭ?

ଅଦ୍ୟ ଅକ୍ଟୋବର ମାସ ୧୦ ତାରିଖ ୨୦୨୪ ମସିହା(ଗୁରୁବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ସପ୍ତମୀ ଦିବା ଘ୧୨/୨୪ ଗତେ ଅଷ୍ଟମୀ ନକ୍ଷତ୍ର- ମୂଳା ପ୍ରାତଃ ଘ୦୫/୫୧ ଗତେ ପୂର୍ବା ଷାଢା ଚନ୍ଦ୍ର - ଧନୁ ଯୋଗ- ଶୋଭନ…

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା କେତେ ବଢ଼ିଲା ଜାଣନ୍ତୁ

ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ଏହା ୪୬ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତ…

ରାଜଧାନୀରେ ନିଆରା ଢ଼ୋଲ ତୋରଣ

ଆସୁଛି ମାଙ୍କ ପୂଜା । ନୂଆ ନୂଆ ମେଢ଼ ଦେଖିବା ପାଇଁ ଆପଣ ଅପେକ୍ଷା କରିଥିବେ ନିଶ୍ଚୟ । ତେବେ ଏଥର ନୂଆ ନୂଆ ତୋରଣ ଶ୍ରଦ୍ଧାଳୁଙ୍କ ଆକର୍ଷଣ କରିବ ।  ପୀଠରେ ଆଜି ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି।  ପୂଜା ମଣ୍ଡପଗୁଡ଼ିକରେ…

ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଭାରତରେ ଉଦଘାଟନ୍

ଦୂରବୀକ୍ଷଣ ଯନ୍ତ୍ରକୁ ନେଇ ଚର୍ଚ୍ଚା  । ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍‌ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ୪୩୦୦ ମିଟର ଉଚ୍ଚତାରେ…

ଏହି ରସାୟନ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର , ଜାଣନ୍ତୁ କିଏ …

ଆମେରିକାର ବୈଜ୍ଞାନିକ ଡେଭିଡ ବେକର ଏବଂ ଜନ୍ ଜମ୍ପର ଏବଂ ବ୍ରିଟେନର ଡେମିସ୍ ହାସାବିସଙ୍କୁ ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ମିଳିବ। ପ୍ରୋଟିନର ଗଠନପ୍ରଣାଳୀ ବୁଝିବାକୁ କରିଥିବା କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିବ। ଏହି ପୁରସ୍କାର ପ୍ରଦାନ କରୁଥିବା ରୟାଲ…

ମେଡିକାଲରେ ଭର୍ତ୍ତି ହେଲେ ରତନ ଟାଟା

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ଏନେଇ ଖବର ସରବରାହ ସଂସ୍ଥା ରିଉଟର୍ସ ରିପୋର୍ଟ କରିଛି। ପୂର୍ବରୁ ସୋମବାର ମଧ୍ୟ ଖବର ଆସିଥିଲା ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି…

ମିଥୁନଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବିଜ୍ଞାନ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ସମାରୋହକୁ ସମ୍ବୋଧିତ କରି ମିଥୁନ ଚଳଚ୍ଚିତ୍ର ଦୁନିଆରେ ତାଙ୍କ ସଂଘର୍ଷର…