Browsing Tag

#metro tv

ମିଥୁନଙ୍କୁ ଦାଦା ସାହେବ ଫାଲ୍‌କେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବିଜ୍ଞାନ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ସମାରୋହକୁ ସମ୍ବୋଧିତ କରି ମିଥୁନ ଚଳଚ୍ଚିତ୍ର ଦୁନିଆରେ ତାଙ୍କ ସଂଘର୍ଷର…

ଆଜି ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘କର୍ମ’

ଧରାପୃଷ୍ଠରେ ଜନ୍ମନେଇ ଈଶ୍ବର ମଧ୍ୟ ନିଜ କର୍ମର ଫଳ ନିଜେ ଭୋଗିଛନ୍ତି। ଯେଉଁଠି ଇଶ୍ବର କର୍ମଫଳ ଭୋଗୁଛନ୍ତି, ସେଠି ମଣିଷ ବା ବର୍ତ୍ତିଯିବ କେମିତି? ଯିଏ ଯେମିତି କର୍ମ କରିବ, ସେ ତା’ର ଫଳ ନିଶ୍ଚୟ ପାଇବ। ଏଭଳି ଏକ ବାର୍ତ୍ତା ନେଇ ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି…

କେତେ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ଜାଣନ୍ତୁ

ବାରିପଦାର ଛଉ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା’ ଟଙ୍କା ପଠାଇଛନ୍ତି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,  ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍‌ ପଡ଼ିଲେ ଭାରତୀୟ କ୍ରିକେଟ ତାରକା ବୋଲର ଶାମି

ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ ଥମିବାର ନାଁ ଧରୁନି। ଶାମି ଆଜିକାଲି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଶାମି ଜଣେ ଗୁରୁତ୍ୱପୂର୍ଣ୍ଣ ବୋଲର ହେବେ,…

ଆପଣଙ୍କ ଇଏମଆଇରେ କିଛି ପରିବର୍ତ୍ତନ ହେବ ନାହିଁ: ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତନ କରିନାହିଁ । ଏହି ଆଭିମୁଖ୍ୟକୁ ନିରପେକ୍ଷ ରଖିବାକୁ ସମସ୍ତ ଏମସିପି ସଦସ୍ୟ ରାଜି ହୋଇଥିଲେ ।  ଅକ୍ଟୋବର 7 ରେ ଆରମ୍ଭ ହୋଇଥିବା ଏମସିପି ବୈଠକରେ ବଜାର ଧ୍ୟାନ ରଖିଥିଲା କାରଣ ଗତ ନଅଟି ବୈଠକ ପାଇଁ…

ଧାମନଗରରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ଉଠିଲା ଧାରା ୧୬୩

ଭଦ୍ରକ ଜିଲ୍ଲା ଧାମନଗର ଏନଏସିରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଧାରା ୧୬୩କୁ ଉଠାଇଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ  ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ…

କିଏ ହେବେ ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ?

ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କି ଫାରୁକ୍ ଅବଦୁଲ୍ଲା କିଏ ହେବେ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଗଠନ ହେବ, ନୂଆ ନେତା କିଏ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ?  ବରିଷ୍ଠ ଏନ୍‌ସି ନେତା ଫାରୁକ୍‌ ଅବଦୁଲ୍ଲା  ଶ୍ରୀନଗରରେ ନିଜ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ।  ଜମ୍ମୁ…

ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସୂର୍ଯ୍ୟ ଦେଖାଇବେ କି କମାଲ !

ଏବେ ଭାରତ ପାଇଁ ଭଲ ବେଳା ଚାଲିଛି । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ବରେ  ଦୁଇ ନବାଗତଙ୍କ ସହ ଏକାଧିକ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନକୁ ଟେଷ୍ଟରେ ହରାଇ ବାଂଲାଦେଶ ଆସିଥିଲା । ତେବେ ନୂଆ ଖେଳାଳିଙ୍କୁ  ନେଇ ଖେଳିଥିବା ସତ୍ତ୍ବେ ଗ୍ବାଲିୟର୍‌ରେ ବାଂଲାଦେଶକୁ…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’: ଜଣେ ଡାକ୍ତରଙ୍କ ସାହସର କାହାଣୀ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ସିନେମା ‘ଦମନ’ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ଫିଲ୍ମର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା  । ଏହି ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ…

ବଡ଼ ଅଘଟଣ ଟଳିଗଲା : ଜାହାଜରୁ ଅନ୍‌ଲୋଡିଂ ବେଳେ କଣ ଘଟିଲା ?

ପାରାଦୀପ: ରାଦୀପ ବନ୍ଦରର ଏଫ୍‌ପିବି ବର୍ଥରେ ଏମ୍‌ଭି ଆନ୍ସି ମ୍ୟାକ୍ସିମସ୍‌ ଜାହାଜରୁ ଚୂନପଥର ଅନଲୋଡ଼ିଂ ହେଉଥିଲା।  କ୍ରେନ୍‌ର ବକେଟ୍‌ ସମୁଦ୍ର ଭିତରକୁ ଖସି ପଡ଼ିଲା । ପୂର୍ବରୁ କେବେ ଏଭଳି ଦୁର୍ଘଟଣା ଘଟି ନଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କାହିଁକି ଓ କେଉଁ…