Browsing Tag

#metro tv

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏଣ୍ଟ୍ରି ମାରିଲା ଗଲ୍ଫ ଦେଶ,ଇରାନ ଭୂଖଣ୍ଡ ଉପରେ ଆକ୍ରମଣ କଲେ ବାହାରିନ୍…

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏଣ୍ଟ୍ରି ମାରିଲା ଗଲ୍ଫ ଦେଶ। ପ୍ରଥମଥର ପାଇଁ ସିଧାସଳଖ ଇରାନ ଭୂଖଣ୍ଡ ଉପରେ ଯୁଦ୍ଧବିମାନ ପଠାଇ ଆକ୍ରମଣ କରିଛନ୍ତି ବାହାରିନ୍ ଏବଂ କୁୱେତ। 'The Wall Street Journal' ର ରିପୋର୍ଟ ଅନୁଯାୟୀ, ବାହାରିନ୍ ଏବଂ କୁଓ୍ୱେତର ଯୁଦ୍ଧବିମାନଗୁଡ଼ିକ…

ଇଣ୍ଡିଆନ୍ ଆଇଡଲର ୧୬ ସିଜିନ ଶୋର ଗ୍ରାଣ୍ଡ ଫିନାଲେରୁ ବାଦ ପଡ଼ିଲେ ବିଶାଲ୍ ଦଦଲାନି, ଜାଣନ୍ତୁ କାରଣ

ସୋନି ଟିଭିର ଲୋକପ୍ରିୟ ସିଂଗିଂ ଶୋ ରିଆଲିଟି ଶୋ ‘‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୬’’ର ଯାତ୍ରା ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି । ମାସ ମାସ ଧରି ସ୍ବର ଯୁଦ୍ଧ ଓ ପ୍ରତିଯୋଗିତା ପରେ ଏବେ ୬ ଜଣ ଫାଇନାଲିଷ୍ଟଙ୍କୁ ପାଇଛି ଇଣ୍ଡିଆନ୍ ଆଇଡଲ ଶୋ । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୬…

ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍

ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍ । ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍ । ନିଖୋଜ ଫାଇଲ୍ ମାମଲାରେ ଜୁଲାଇ ୨୫ରେ ହାଜର ହେବାକୁ ପୋଲିସ ପକ୍ଷରୁ କୁହାଯିବା ପରେ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ୍ ତଦନ୍ତରେ ପୂର୍ଣ୍ଣ…

କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି…

ସମ୍ପ୍ରତି କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଦିଲ୍ଲୀ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ସୂତ୍ର ଅନୁଯାୟୀ, ଏହି କାର୍ଯ୍ୟରେ ମୁହଁ ଚିହ୍ନଟ ପ୍ରଣାଳୀ (ଏଫଆରଏସ) ବ୍ୟବହାର କରାଯାଇଥିଲା। ଏହି ଉନ୍ନତ ବ୍ୟବସ୍ଥା ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ…

‘ଫିଡେ’ ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ବିଶ୍ୱ ଚେସ୍ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ

ପୂର୍ବତନ ବିଶ୍ୱ ଚେସ୍ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ ବିଶ୍ୱ ଚେସ୍ ନିୟାମକ ସଂସ୍ଥା 'ଫିଡେ' (FIDE - International Chess Federation) ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୟୁରୋପୀୟ ୟୁନିଅନ୍ ଦ୍ୱାରା ବର୍ତ୍ତମାନର ଅଧ୍ୟକ୍ଷ ଆର୍କାଡି ଡ୍ୱୋରକୋଭିଚଙ୍କ ଉପରେ କଟକଣା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ଚାଲିଥିବା ପ୍ରବେଶିକା ପରୀକ୍ଷା (NEET-UG) ବିବାଦ ଓ ଲଗାତାର ଛାତ୍ର ଆନ୍ଦୋଳନ ମଧ୍ୟରେ ଏକ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର…

ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” : ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପିର ପ୍ରତିକ୍ରିୟା

ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଅଭିଜିତ ଦୀପକେ ମଞ୍ଚ ଉପରୁ ଯୁବକମାନଙ୍କୁ ସମ୍ବୋଧିତ କରି ଏମିତି କହି ସ୍ଲୋଗାନ ଦେଇଛନ୍ତି। କେନ୍ଦ୍ର ସରକାର ଜନ୍ତର ମନ୍ତରରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଦାବିକୁ ଗ୍ରହଣ କରିଛନ୍ତି।…

ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ,ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ…

ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆରାମଦାୟକ ଓ ନିର୍ବିଘ୍ନ ଯାତ୍ରା କରିବା ସହିତ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ…

ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ବାହୁଡ଼ା ଯାତ୍ରା ପରେ ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ ରଥଯାତ୍ରାର ଅନ୍ୟତମ ଦିବ୍ୟ ଓ ଅପୂର୍ବ ଦୃଶ୍ୟ ମହାପ୍ରଭୁଙ୍କ…