ଆତଙ୍କବାଦୀ ଗୁଳିରେ ସେନା ଯବାନ ସହିଦ
ଜମ୍ମୁ-କଶ୍ମୀରର ବାରାମୁଲ୍ଲା, ଶ୍ରୀନଗର ଏବଂ କିସ୍ତୱାର ଜିଲ୍ଲାର ୩ଟି ସ୍ଥାନରେ ଶନିବାର ସନ୍ଧ୍ୟାରୁ ବ୍ୟାପକ ସୁରକ୍ଷା ଅଭିଯାନ ଜାରି ରହିଛି। କଶ୍ମୀର ଉପତ୍ୟକାରେ ୪୮ ଘଣ୍ଟା ମଧ୍ୟରେ ୩ଟି ଏନକାଉଣ୍ଟର ହୋଇଥିବା ବେଳେ ଜମ୍ମୁ ଅଞ୍ଚଳର ଚେନାବ ଉପତ୍ୟକାର କିସ୍ତୱାର ଅଞ୍ଚଳରେ ଚାଲିଥିବା ସେନା-…