Browsing Tag

#metro tv

4କୋଟି 12ଲକ୍ଷର ଦୁଗ୍ଧ ଶୀତଳିକରଣ ପ୍ରକଳ୍ପର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ଗସ୍ତର ତୃତୀୟ ଦିନରେ ଦେବଗଡ଼କୁ ଧୋବୋଲିପଥର ଦୁଗ୍ଧ ଶୀତଳିକରଣ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଟ ୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୃଷି ପ୍ରଧାନ ଜିଲ୍ଲା…

ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ। ଏକାସାଙ୍ଗରେ କଳା, ବିଜ୍ଞାନ,…

ଆହୁରି ବଢିବ ଶୀତ

ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଗତ ଦୁଇଦିନ ଧରି ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଣିପାଗର ସ୍ଥିତିରେ ବିଶେଷ ପରିବର୍ତ୍ତନର ସୂଚନା ନାହିଁ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଗତକାଲି କନ୍ଧମାଳ…

୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର

ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର । ଏଥିରେ ଖିଲାପ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ ହେବ । ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର । ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ…

ଫୁଟବଲଷ୍ଟାର ଖେଳାଳୀ ମେସି ଆସିବେ ଭାରତ

ଭାରତୀୟ ଫୁଟବଲ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଭାରତ ଆସିବ ଆର୍ଜେଣ୍ଟିନା ଫୁଟବଲ ଟିମ ,ଏବଂ ଦଳର ଷ୍ଟାର ଖେଳାଳି ଲିଓନେଲ ମେସି କେରଳ ଆସିବେ  । ୨୦୨୫ ରେ ଭାରତ ଆସବ ଆର୍ଜେଣ୍ଟିନା । କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ ବୁଧବାର ପ୍ରକାଶ କରିଛନ୍ତି  ଲିଓନେଲ ମେସିଙ୍କ ନେତୃତ୍ୱରେ…

ମାଟି ଘରକୁ ପକ୍କା ଘରରେ ରୂପାନ୍ତରିତ ପାଇଁ କେନ୍ଦ୍ରର ସହଯୋଗ ନେବୁ ରାଜସ୍ବ ମନ୍ତ୍ରୀ ।

ବାତ୍ୟା `ଦାନା' କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ବରେ ଆସନ୍ତା 24 ତାରିଖରେ ଓଡ଼ିଶା ଆସିବେ ୭ ଜଣିଆ କେନ୍ଦ୍ରୀୟ ଟିମ୍। 27 ଯାଏଁ ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକ ବୁଲି ଦେଖିବେ । ଭଦ୍ରକ, ବାଲେଶ୍ଵର,…

ଖାଦ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ରେଡ୍ ଯେତେ ବାଢୁଛି ସରକାରୀ ବାବୁମାନେ ଯେତେ ଧରାପଡିଲେ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚେତା ପଶୁନି |ପୁଣି ଜଣେ ସୁବର୍ଣ୍ଣପୁର ଜିଲ୍ଲାର ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢାଉ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ…

ଲାଞ୍ଚୁଆ ସରକାରୀ କର୍ମଚାରୀ ନିଲମ୍ବିତ

ବାତ୍ୟାରେ କ୍ଷୟକ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବା ବେଳେ ଲୋକଙ୍କଠାରୁ କର୍ମଚାରୀ ଲାଞ୍ଚ ନେଉଥିବା ନେଇ ଭିଡିଓ ଭାଇରାଲ୍ ହେବା ପରେ ଭଦ୍ରକ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ଭଗବତୀ କିସାନଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ବରଗଡ଼ ଜିଲ୍ଲା ସୋହେଲାରେ ଆଜି ଧାନମଣ୍ଡି ଖୋଲିଲେ ଯୋଗାଣ ମନ୍ତ୍ରୀ

ବରଗଡ଼ ଜିଲ୍ଲା ସୋହେଲାରେ ଆଜି ଖୋଲିଛି ଧାନମଣ୍ଡି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ଏଥିଲାଗି ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟ‌ୋଜିତ ହୋଇଛି। ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ…

ତିରୁପତି ମନ୍ଦିରକୁ ଅଣ ହିନ୍ଦୁ କର୍ମଚାରୀ ମନା

ତିରୁପତି ମନ୍ଦିରକୁ ଅଣ ହିନ୍ଦୁ କର୍ମଚାରୀ ମନା  । ଲଡ଼ୁରେ ଚର୍ବି ବିବାଦ ପରେ ଏପରି ନିଷ୍ପତ୍ତି ନେଇଛି ପରିଚାଳନା କମିଟି ।  ତିରୁମାଲା ତିରୁପତି ଦେବସ୍ଥାନମର ୫୪ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି । ଏବେ ମନ୍ଦିରରେ କାମ କରୁଥିବା ଅଣହିନ୍ଦୁ କର୍ମଚାରୀଙ୍କୁ…