Browsing Tag

#metro tv

ଭାରତୀୟ ବଜାରରେ 2027 Kawasaki Ninja 300 ଲଞ୍ଚ ,ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା

ଜାପାନର ପ୍ରସିଦ୍ଧ ସୁପରବାଇକ୍ ନିର୍ମାତା କାୱାସାକି ଭାରତୀୟ ବଜାରରେ 2027 Kawasaki Ninja 300କୁ ଲଞ୍ଚ କରିଛି। ନୂଆ ମଡେଲର ଏକ୍ସ-ଶୋରୁମ ମୂଲ୍ୟ ୩.୩୪ ଲକ୍ଷ ଟଙ୍କା ରଖାଯାଇଛି, ଯାହା ପୂର୍ବ ମଡେଲ ତୁଳନାରେ ୧୭,୦୦୦ ଟଙ୍କା ଅଧିକ। ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା ହୋଇଥିଲେ ମଧ୍ୟ…

Pokରେ ପାକିସ୍ତାନ ସେନାର ବର୍ବରତା, ୨୪ ଘଣ୍ଟାରେ ୨୦ ଜଣଙ୍କୁ ହତ୍ୟା

ପାକିସ୍ତାନ ଅଧିକୃତ କାଶ୍ମୀରରେ ନିର୍ବାଚନ ବର୍ଜନ ପାଇଁ ଆହ୍ୱାନ ଦେଉଥିବା ସ୍ଥାନୀୟ ଲୋକଙ୍କ ଉପରେ ବର୍ବରତା ଜାରି ରହିଛି ପାକିସ୍ତାନ ସରକାର । ପାକିସ୍ତାନର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ତତଃ ୨୦ ଜଣ କାଶ୍ମୀରୀ ପ୍ରାଣ ହରାଇଛନ୍ତି ଏବଂ ୫୦ରୁ ଅଧିକ ଆହାତ…

ବିଶ୍ବକପ୍‌ ସୁଟିଂ: ମନୁଙ୍କୁ ହରାଇ ଈଶା ଜିତିଲେ ସ୍ବର୍ଣ୍ଣ

ଭାରତର ଈଶା ସିଂହ ଚଳିତବର୍ଷ ତାଙ୍କ ଚମତ୍କାର ପ୍ରଦର୍ଶନ ଜାରିରଖି  ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ଅଲିମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କୁ ପଛରେ ପକାଇ ଇଶା ସ୍ବର୍ଣ୍ଣ ପଦକ ଜିତିଛନ୍ତି। କାଂସ୍ୟ ପଦକ ପାଇଁ…

ଛାତ୍ର ଆନ୍ଦୋଳନ: ଅପରାଧିକ ରେକର୍ଡ ନଥିବା ୧୮ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ…

ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଗିରଫ କିମ୍ବା ଅଟକ ଥିବା ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିଛି। ଅପରାଧିକ ରେକର୍ଡ ନଥିବା ୧୮ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ…

ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି

ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି। ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ସହ ନିମ୍ନ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶ ଜାରି କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର…

ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରା ୨ ଦିନ ଯାଏଁ ସ୍ଥଗିତ,ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି

ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ମଙ୍ଗଳବାର ଏବଂ ବୁଧବାର ବନ୍ଦ ରହିବ ବୋଲି ଜଣାପଡିଛି । ଖବର…

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ,ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର…

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ନିଜ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ

ବନ୍ୟା ସ୍ଥିତି ଓ ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ…

ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିଜେ ହୋଇଛନ୍ତି ଶ୍ରୀଜିଉ , ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା

ରତ୍ନ ସିଂହାସନରେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିଜେ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ…

ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି,୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର…

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି । ଏହି ଅବସରରେ ୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଜି ସୁଦ୍ଧା ୯୬% ସମସ୍ୟାର ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ…