Browsing Tag

#metro tv

ଭାରତୀୟ ଗ୍ରୀକୋ-ରୋମାନ୍ ମଲ୍ଲଯୋଦ୍ଧା ଦୀପକ ଡୋପ୍‌ ପରୀକ୍ଷାରେ ବିଫଳ,ସୀୟ କ୍ରୀଡ଼ାରୁ ପଡ଼ିଲେ ବାଦ୍‌

ଭାରତୀୟ ଗ୍ରୀକୋ-ରୋମାନ୍ ମଲ୍ଲଯୋଦ୍ଧା ଦୀପକ ଡୋପ୍‌ ପରୀକ୍ଷା​‌େ​‌ର ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଏସୀୟ କ୍ରୀଡ଼ାରୁ ବାଦ୍‌ ଦିଆଯାଇଛି। ଫଳରେ ଦୀପକ ଡୋପ୍‌ ପରୀକ୍ଷାରେ ବିଫଳ ହୋଇ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଥିବା ତୃତୀୟ ଭାରତୀୟ ମଲ୍ଲଯୋଦ୍ଧା ହୋଇଛନ୍ତି। ପୂର୍ବରୁ ଭାରତୀୟ କୁସ୍ତି ଦଳରେ…

“ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ…

ଓଡ଼ିଶାର କୋରାପୁଟ ପାହାଡ଼ରୁ ବାହାରି ଏବେ ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ପ୍ରିମିୟମ୍ କଫି। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ପ୍ରସିଦ୍ଧ "ବ୍ରିକ୍ସ ସମ୍ମିଳନୀ"ରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି…

ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ

ଅବୁଧାବୀ କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ତାଙ୍କ ଦେଶକୁ ଫେରି ଯାଇଛନ୍ତି। କୁହାଯାଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଚଳାଇଥିବା ଯୁଦ୍ଧ ଯୋଗୁ ସେ ସମ୍ମିଳନୀ ମଝିରୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଖବର…

୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ…

ନୂଆଦିଲ୍ଲୀରେ ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ ହେଉଛି । ବ୍ରିକ୍ସ ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରନେତା ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ…

 ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ

ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ ମିଳିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ…

ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ । ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଓ ରାଉଣ୍ଡ ଟେବଲ୍ ଆଲୋଚନା…

ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ। କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ…

ଆଜି ବର୍ଷିବ କାଲି କମିବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ବର୍ଷା ପ୍ରକୋପ ଶନିବାର ମଧ୍ଯ ଜାରି ରହିବ । ରବିବାରଠାରୁ ଧୀରେ ଧୀରେ ବର୍ଷା କମିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର…

୧୨ ବର୍ଷ ପରେ ସିଂହ ରାଶିରେ ବୃହସ୍ପତି ଚଳନ,ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ମାସରେ ବୃହସ୍ପତି ଏକ ବଡ଼ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ୩୧ ଅକ୍ଟୋବର, ୨୦୨୬ ଦିନ ୧୨:୦୧ ସମୟରେ ସିଂହ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷମାନଙ୍କ ଅନୁସାରେ, ବୃହସ୍ପତି ପ୍ରାୟ ଏକ ବର୍ଷ ପାଇଁ ଗୋଟିଏ ରାଶିରେ ରହିଥା’ନ୍ତି, କିନ୍ତୁ ଏଥର ଏହା…

ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ୫ଟି ଶିଶୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ଗୁରୁତ୍ୱର ସହ ନେଇଛି ଇଣ୍ଡୋନେସିଆ ସରକାର। ବନ୍ୟପ୍ରାଣୀମାନଙ୍କର ଯତ୍ନ, ସେମାନଙ୍କ ପ୍ରକୃତ ଉତ୍ପତ୍ତିସ୍ଥଳ ଚିହ୍ନଟ ଏବଂ ଆବଶ୍ୟକ ହେଲେ ସମସ୍ତଙ୍କୁ ଇଣ୍ଡୋନେସିଆକୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ…