Browsing Tag

#metro tv

କିଛି ନୂଆ ଚମତ୍କାର ଦେଖାଇବାକୁ ଯାଉଛି ଇସ୍ରୋ

ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍‌ଏଲ୍‌ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି। ରାତି ୯ଟା ୫୮ରେ ଲଞ୍ଚ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏହା କରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ…

ଆଜି ଆକାଶରେ ଦିଶିବ କଳା ଜହ୍ନ

ଆଜି ଆକାଶରେ ଦିଶିବ କଳା ଜହ୍ନ। ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ। କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ।…

ମେଲବୋର୍ନରେ ଭାରତର ଲଜ୍ଜ୍ୟାଜନକ ପରାସ୍ତ

ମେଲବୋର୍ନରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍‌ରେ ଭାରତକୁ ପରାସ୍ତ କରିଛି। ଜିତିବା ପାଇଁ ୩୪୦ ରନର ଲକ୍ଷ୍ୟକୁ ପଛରେ ପକାଇ ଭାରତର ଦ୍ୱିତୀୟ ଇନିଂସକୁ ୧୫୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଭାରତୀୟ ଦଳ ଆଜି ଲକ୍ଷ୍ୟ ହାସଲ କରିପାରିଛି, କିନ୍ତୁ ଟିମ ଇଣ୍ଡିଆ ତିନୋଟି ଅଧିବେଶନ…

ଆସନ୍ତାକଲି ଭରତ ବନ୍ଦ ଡକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା

ଆସନ୍ତା କଲି ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି…

ଫେବୃଆରୀରୁ ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି। ୨୦୨୫ ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏପରିକି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।…

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାତାର ସ୍ୱାସ୍ଥ୍ୟ ବିଗିଡିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ହୋଇଛି । ଅପରେସନ୍ ସଫଳ ହୋଇଛି ଏବଂ ପ୍ରୋଷ୍ଟେଟକୁ ବାହାର କରାଯାଇଛି ।…

ଜିଲ୍ଲାସ୍ତରରେ ଆଜି ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ

ଜିଲ୍ଲାସ୍ତରରେ ଆଜି ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ ।  ଅଦିନିଆ ବର୍ଷାରେ ଫସଲ କ୍ଷତି ନେଇ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି ।  କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ୍ ପଡ଼ିବେନି ସେନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଦିନିଆ ବର୍ଷା କ୍ଷୟକ୍ଷତି…

ଆଜି 7 ଜିଲ୍ଲାରେ ବର୍ଷା

ପଶ୍ଚିମାଝଡ଼ ପ୍ରଭାବରେ ଆଜି ସୁନ୍ଦରଗଡ଼ରେ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୦.୯ ଓ ଝାରସୁଗୁଡ଼ାରେ ୦.୮ ମିମି ବର୍ଷା ହୋଇଛି। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ , କେନ୍ଦୁଝର, ମୟୁରଭଞ୍ଜ ,ମ୍ବଲପୁରରେ ବର୍ଷା ହେବା…

ଆଜି ସ୍ପେଡେକ୍ସ ମିଶନ ଲଞ୍ଚ କରିବ ଇସ୍ରୋ

ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏକରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍…

ସରକାରଙ୍କୁ ୨୦୦ ଦିନ ପୂରିଲା, ସ୍ୱପ୍ନ ହୋଇଗଲା ଭତ୍ତା ଟଙ୍କା

୨୦୨୪ ବର୍ଷ ସରିବାକୁ ଆଉ ଦୁଇଦିନ ବାକି। ସରକାରଙ୍କୁ ୨୦୦ ଦିନ ପୂରିଲା। ମାତ୍ର ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା ପତ୍ରରେ ସ୍ଥାନୀତ ୩୦୦୦ ଟଙ୍କା ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ୱପ୍ନ ହୋଇଗଲା। ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦%ରୁ ଊର୍ଦ୍ଧ୍ବ ଅକ୍ଷମଙ୍କୁ ଯେଉଁ ୩୫୦୦ ଟଙ୍କା ଦିଆଯିବା ପାଇଁ…