Browsing Tag

#metro tv

ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି , ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ…

ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ସମସ୍ତ ନିଯୋଗ ଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ ବିଚାର କରିବେ ।   ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ…

ଆସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପାଠପଢା, ଜାନୁଆରୀ ୨୧, ୨୨, ୨୩ ତାରିଖରେ ଏନେଇ ୱାର୍କସପ ଅନୁଷ୍ଠିତ ହେବ

ଆସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପାଠପଢା । ବାଲବାଟିକାରୁ ଆରମ୍ଭ ଏନଇପି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତା ସହିତ ଜାନୁଆରୀ ୨୧, ୨୨, ୨୩ ତାରିଖରେ ଏନେଇ ୱାର୍କସପ ଅନୁଷ୍ଠିତ ହେବ । ନୂଆ ଶିକ୍ଷାନୀତି ଓଡ଼ିଶାରେ ଲାଗୁ ହେଲେ, ଓଡିଶାର ସ୍କୁଲ ପାଠ…

ଆଜିଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ସେଗୁଡିକ ପରିବର୍ତ୍ତନ କରାଯିବ । ଚଟାଣ ନୂଆ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ ସମୟ ଦିଆଯାଇପାରିନି । ସେହିପରି ବିଶେଷ ଦିନ ମାନଙ୍କରେ କାମ ବନ୍ଦ ରହିଛି ।…

ଗଜପତି ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ

ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଛି ଗଜପତିଙ୍କ ପୁଷ୍ୟାଭିଷେକ । ଏଥିପାଇଁ ଶ୍ରୀନହରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହୋଇଥିଲେ । ଶ୍ରୀନଅରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି…

୧୮ରୁ ଭିତରକନିକାରେ ପକ୍ଷୀ ଗଣନା

ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ । ଆସନ୍ତାକାଲି ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବା ପରେ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ । ଗତବର୍ଷ ୧୨୧…

ଚୀନ ସୀମାରେ ରୋବୋଟିକ ସେନା ମୁତୟନ କରିଛି ଭାରତ

କିଛି ମାସ ତଳେ ଖବର ଆସିଥିଲା ଯେ ଏଲଏସିରେ ଚୀନ ନିଜର ରୋବୋଟିକ୍ ଡଗ୍ ସ୍କ୍ୱାଡ୍ ମୁତୟନ କରିଛି। ଚାଇନିଜ୍ ପିଏଲଏ ଏହି ରୋବୋଟିକ୍ କୁକୁରକୁ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡରେ ସାମିଲ କରିଥିଲା। ପିଏଲ୍ଏ ଗ୍ରାଉଣ୍ଡ ଫୋର୍ସର ମିଳିତ ସଶସ୍ତ୍ର ବ୍ରିଗେଡ୍ ର ଏକ ଅଭ୍ୟାସ ସମୟରେ ରୋବୋଟିକ୍ କୁକୁରର କିଛି…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ ହୋଇଛି।୮୯ ବର୍ଷ ବୟସରେ ତାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ମୃତ୍ୟୁ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।କହିରଖୁଛୁ କି, ପ୍ରଭାତୀଙ୍କ ମାଆ ପୁରୀ ଜିଲା ନୂଆହାଟ ନିଭରଣରେ ରହୁଥିଲେ। ମାଆଙ୍କ ମୃତ୍ୟୁ ଖବର ଶୁଣି…

ଜାଣନ୍ତୁ ଆଜ୍ୟ କେଉଁ ରାଶିର ବ୍ୟକ୍ତି ଲାଭବାନ ହେବେ ?

ମେଷ : ଆଜି ଚନ୍ଦ୍ର ମଙ୍ଗଳ ଯୋଗଜନିତ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ। ବକେୟା ଋଣ ପରିଶୋଧ ଓ ବନ୍ଧୁଙ୍କ ଶତ୍ରୁତାରୁ ମନ ଭାରାକ୍ରାନ୍ତ ରହିବ। ଜମିଜମା, ଜଳ କିମ୍ବା…

ଦୀର୍ଘ ୪୬ ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ହଟିଲା ଅଚଳାବସ୍ଥା। ଦୀର୍ଘ ୪୬ ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ସନ୍ଧ୍ୟା ସାଢ଼େ ୬ଟାରେ ଦିଅଁଙ୍କୁ ମହାସ୍ନାନ କରାଯିବା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି। ଗତ ସୋମବାର ରାତି ୮ଟାରୁ…

ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି  ବିଶ୍ୱ ବୌଦ୍ଧ ସମ୍ମିଳନୀ

ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି  ବିଶ୍ୱ ବୌଦ୍ଧ ସମ୍ମିଳନୀ । ୧୭ଟି ଦେଶର  ପ୍ରାୟ ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ କରିଛନ୍ତି  ।  ଏହି ବିଶ୍ବ ସମ୍ମଳନୀର ଲକ୍ଷ୍ୟ ହେଉଛି ଦେଶରେ ଶାନ୍ତି ଏତିହ୍ୟ ବଜାୟ ରଖିବା , ସମସ୍ତଙ୍କୁ ଗୋଟିଏ ପ୍ରେମ ସ୍ନେହ ରେ ବାନ୍ଧି ରଖି ଆଗକୁ ନେବା , ଯାଜପୁର…