ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି
ବିଶ୍ୱ ବ୍ୟାଙ୍କ ଅର୍ଥନୀତିକୁ ପ୍ରଶଂସା କରିବା ସହ ଭାରତର ଜିଡିପି ବୃଦ୍ଧିକୁ ନେଇ ଏକ ନୂଆ ଆକଳନ କରିଛି । ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ସୁଦୃଢ଼ ଶ୍ରମ ବଜାର, ବର୍ଦ୍ଧିତ ଋଣ ଏବଂ ମୁଦ୍ରାସ୍ଫୀତି ହ୍ରାସ ଯୋଗୁଁ…