Browsing Tag

#metro tv

ନୂତନ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ’ ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ

ସ୍ମାର୍ଟଫୋନ ମାଧ୍ୟମରେ ଠକେଇ ମାମଲା ବଢିଚାଲିଥିବାରୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୂରସଂଚାର ବିଭାଗ (DoT) ମୋବାଇଲ୍ ଫୋନ୍ କମ୍ପାନୀଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ଏହା ଅନୁଯାୟୀ ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ 'ସଞ୍ଚାର…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ ୨୦୨୫

ଆରମ୍ଭ ହେଲା 36 ତମ  କୋଣାର୍କ ମହୋତ୍ସବ ୨୦୨୫। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ…

ଆସନ୍ତା ୪ ତାରିଖରୁ ଥଣ୍ଡା ପୁଣି ବଢ଼ିବ

ଆସନ୍ତା ୪ ତାରିଖରୁ ଥଣ୍ଡା ପୁଣି ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିଯିବ । ଏବେ ପାରଦ ଉପରମୁହାଁ ହେବା ଯୋଗୁ ଅନେକ ସ୍ଥାନରୁ ଥଣ୍ଡା କମିଯାଇଛି । କିନ୍ତୁ ୨ଦିନ ପରେ ଥଣ୍ଡା ପୁଣି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨ ଓ ୩ ତାରିଖ ରାତିରେ ରାଜ୍ୟର ଅଧିକାଂଶ…

ଆଜି ଠୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ମଙ୍ଗଳବାରଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଲୋକସେବା ଭବନସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟରେ ରାଜ୍ୟ ଏବଂ ଜିଲା ରାଇସ ମିଲର୍ସ ଆସୋସିଏଶନର ଏକ ବୈଠକରେ ଧାନ ସଂଗ୍ରହ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମିଲର୍ସ…

ପ୍ରତିଦିନ ଏହି ବ୍ୟାୟମ କରନ୍ତୁ , କମିବ ପେଟ

ଯଦି ଆପଣଙ୍କର ପେଟ ଅତ୍ୟଧିକ ବାହାରିଛି ଏବଂ ଶରୀରର ମାସ ଇଣ୍ଡେକ୍ସ ଅଧିକ ଅଛି, ତେବେ ଏହାକୁ ଯଥାଶୀଘ୍ର ହ୍ରାସ କରନ୍ତୁ। ଗବେଷଣା ଏବଂ ଡାକ୍ତରମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହା ରୋଗର ଏକ କାରଣ। ମୋଟାପା ଆପଣଙ୍କର ଷ୍ଟାମିନା, ବ୍ୟକ୍ତିତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।…

ଆଜିର ରାଶିଫଳ

ମେଷ: ଅଫିସ ମାମଲାରେ ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରେ। କୌଣସି ବଡ଼ କାମ ପୂରା କରିବା ପାଇଁ ଦାୟିତ୍ବ ପାଇବେ। ଆପଣ ଭାବିଥିବା କାମରେ ଲାଭ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ବୃଷ: ଚାକିରିଜୀବୀଙ୍କର ଭଲ ଆୟ ହେବ। କୌଣସି ମାମଲାରେ ଆପଣ ସକ୍ରିୟ ରହିବେ। ରାଜନୀତି…

ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍: ଓଡ଼ିଶାର ୪ ଜଣ ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ…

ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନକୁ ‘ଲୋକ ଭବନ’ ଭାବରେ ନାମିତ କରାଗଲା

ଓଡ଼ିଶାର ରାଜ ଭବନର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନକୁ ‘ଲୋକ ଭବନ’ ଭାବରେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ସୋମବାରଠାରୁ ଏହା ସରକାରୀ ଭାବେ ଲାଗୁ ହୋଇଛି। ଓଡ଼ିଶାର…

ହ୍ରାସ ପାଇଛି ସୁନା ଏବଂ ରୂପାର ମୂଲ୍ୟ

ଡିସେମ୍ବର ପହିଲା ଅର୍ଥାତ୍ ଆଜି ସକାଳେ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧୨୯,୯୬୦ ଟଙ୍କା ରହିଥିବାବେଳେ ମୁମ୍ବାଇରେ ମୂଲ୍ୟ ୧୦ ଗ୍ରାମ୍‌ ପ୍ରତି ୧୨୯,୮୧୦ ଟଙ୍କା ରହିଛି। ଗୋଟିଏ ସପ୍ତାହରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩,୯୮୦…

ବିଶ୍ବ ଏଡ୍‌ସ ଦିବସ

ବର୍ଷକୁ ବର୍ଷ ରାଜ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏଡ୍‌ସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ବି ସ୍ଥିତିରେ ସୁଧାର ଆସୁନି।…