ଦୁର୍ଲ୍ଲଭ ଯୋଗ , ଏହି ରାଶି ହେବେ ଧନୀ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍ମଫଳ ଦାତା ଶନି ବର୍ତ୍ତମାନ ଓଲଟା ଚଳନ କରିଛନ୍ତି । ବୃହସ୍ପତି ମଧ୍ୟ ଚଳନ କରିଛନ୍ତି । ଶନି ଓ ଗୁରୁ ପୂର୍ବରୁ ହିଁ ବିଶେଷ ସ୍ଥିତିରେ ରହିଛନ୍ତି । ଏବେ ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିଛନ୍ତି ।
ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିବା…