ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କଲେ ଲେଗ୍ସ୍ପିନର ଅମିତ ମିଶ୍ରା
ଭେଟେରାନ୍ ଭାରତୀୟ ଲେଗ୍ସ୍ପିନର ଅମିତ ମିଶ୍ରା ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ଦୁଇ ଦଶନ୍ଧିରୁ ଅଧିକ ସମୟ ବ୍ୟାପ୍ତ ଘଟଣା ବହୁଳ କ୍ୟାରିୟରରେ ଯବନିକା ପଡ଼ିଛି। ୪୨ବର୍ଷୀୟ ମିଶ୍ରା ଶେଷ ଥର ପାଇଁ ୨୦୧୭ ମସିହାରେ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ତେବେ ୨୦୨୪…