Browsing Tag

#metro tv

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ ଶ୍ରୀମନ୍ଦିରରେ ମଙ୍ଗଳବାର ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ଉପରେ ହଠାତ୍‌ ଏକ ଚିଲ ବସିଥିବା ଦେଖାଯାଇଥିଲା । ପତିତପାବନବାନା ଉପରେ ଚିଲଟି ବସିଥିଲା । ଦୀର୍ଘ ସମୟ ଧରି ନୀଳଚକ୍ର ଉପରେ ଚିଲଟି ବସିବା ପରେ ସେଠାରୁ ଉଡି ଯାଇଥିଲା । ବଡଦାଣ୍ଡରେ ଲୋକେ ଏକାଠି…

ହାସ୍ୟ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କୁ ଅସଦାଚରଣ

ହାସ୍ୟ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀଙ୍କ କାର୍‌କୁ ମୁମ୍ବାଇରେ ଆକ୍ରମଣ ହୋଇଛି। ଏନେଇ ସେ ରବିବାର ରାତିରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା କେତେଜଣ ଲୋକଙ୍କ ଭିଡ଼ ତାଙ୍କ କାର୍‌କୁ ଘେରିଯାଇ କାର୍‌ ମଧ୍ୟରେ ଥିବା ତାଙ୍କୁ ଓ ତାଙ୍କ…

ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରୁ ବିଦାୟ ନେଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

ଅଭିଜ୍ଞ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଫର୍ମାଟରୁ ଅବସର ନେଇଛନ୍ତି। ତାଙ୍କ ଚମତ୍କାର କ୍ୟାରିୟରର ଶେଷ ପର୍ଯ୍ୟାୟରେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ସେ ଟି-୨୦…

ଲଞ୍ଚ ହେଲା ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ବିକ୍ରମ

ଦେଶର ପ୍ରଥମ 'ମେଡ୍ ଇନ୍ ଇଣ୍ଡିଆ' ଚିପ୍ ଭାରତ ସେମିକନ୍ ଇଣ୍ଡିଆ ୨୦୨୫ରେ ୩୨-ବିଟ୍ ମାଇକ୍ରୋପ୍ରୋସେସର ଲଞ୍ଚ କରାଯାଇଛି। ଏହା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଚିପ୍। ଏହି ଚିପ୍‌ର ନାମ ବିକ୍ରମ। ଏହି ଚିପ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ…

ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ , ଘରେ ପସିଲାଣି ଯମୁନା ପାଣି

ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ। ଦିଲ୍ଲୀରେ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯମୁନା ନଦୀରେ ଜଳସ୍ତର ବୃଦ୍ଧି। ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି। ହଥିନି କୁଣ୍ଡ ବ୍ୟାରେଜରୁ ନିରନ୍ତର ଛଡ଼ାଯାଉଥିବା ବନ୍ୟା ପାଣି ରାଜଧାନୀ ପାଇଁ…

ଆସିଗଲା ଚାକିରି , ଅକ୍ଟୋବର ୮ରୁ , RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ନୂଆ ସରକାର ଆସିବା ପରେ ଆସୁଛି ପୁଣି ବମ୍ପର ଚାକିରି । ଖାଲି ଥିବା ପୋଷ୍ଟ ପୂରଣ କରିବେ ସରକାର ।  ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ…

ଭାଜପା ଉପରେ ବର୍ଷିଲା ବିଜେଡି -ମୋହନ ସରକାର ‘ରି-ବ୍ରାଣ୍ଡିଙ୍ଗ୍‌’ରେ ବିଶ୍ୱାସ କରୁଛି କହିଲା

ଭାଜପା ଉପରେ ବର୍ଷିଲା ବିଜେଡି -ମୋହନ ସରକାର ‘ରି-ବ୍ରାଣ୍ଡିଙ୍ଗ୍‌’ରେ ବିଶ୍ୱାସ କରୁଛି କହିଲା  । ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା କେବଳ ରାଜନୀତି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାହା କହୁଛନ୍ତି ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ ବୋଲି…

ଅଭିଜିତ ମଜୁମଦାର ଅସୁସ୍ଥ, ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି

ଅଭିଜିତ ମଜୁମଦାର, ଓଲିଉଡ୍ ରେ ‘ମେଲୋଡି କିଙ୍ଗ୍’ ଅସୁସ୍ଥ । ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ ହୋଇ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହା ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତିତ କରିଛି। ସମ୍ଭଲପୁରୀ…

ବଦଳିବ ଚେହେରା, ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର

୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ବଦଳିବ ରୂପ, ରଂଗ,  । ବଦଳିବ ସହରର ଢ଼ାଞ୍ଚା ।  ବେପାର, ବଣିଜ, ଶିଳ୍ପ ବୃଦ୍ଧି ପାଇବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ବଢିଛି ଉତ୍କଣ୍ଠା । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ହେବ…

ସୁପ୍ରିମକୋର୍ଟ କହିଲେ TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ, ଶିକ୍ଷକଙ୍କ ଚିନ୍ତା ବଢ଼ିଲା

ସୁପ୍ରିମକୋର୍ଟ କହିଲେ TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ, ଶିକ୍ଷକଙ୍କ ଚିନ୍ତା ବଢ଼ିଲା । ପାଠପଢ଼ାର  କ୍ବାଲିଟି ଉପରେ ସାଲିସ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।  ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । TET ଉତ୍ତୀର୍ଣ୍ଣ…